www.samajalive.in
Sunday, December 14, 2025
26.1 C
Bhubaneswar

ପେଣ୍ଠ ବେଳାଭୂମି ସଫେଇ

ରାଜନଗର : ରାଜନଗର ବ୍ଲକ ପେଣ୍ଠ ବେଳାଭୂମିରେ ଇକୋ-ରିଟ୍ରିଟ ଚାଲୁଥିବାବେଳେ ଏହି ବେଳାଭୂମିକୁ ଶତାଧିକ ପର୍ଯ୍ୟଟନ ମାନେ ଆସିଥାନ୍ତି । ସମସ୍ତେ ଏହି ବେଳାଭୂମିରେ ବଣଭୋଜି ସହ ସମୁଦ୍ରରେ ଗାଧୋଇବାର ମଜା ନେଇଥାନ୍ତି । ତେବେ ଅନେକ ସମୟରେ ଅଇଁଠା ଖଲି ପତ୍ର ସହ ପଲିଥିନ ଓ ପ୍ଲାଷ୍ଟିକ ପାଣି ବୋତଲ ଫିଙ୍ଗି ଦେଇ ଚାଲିଯାଇଥାନ୍ତି । ଯାହା ବେଳାଭୂମିକୁ ଅପରିଷ୍କାର କରିଥାଏ । ସାବିତ୍ରୀ ଦେବୀ ବାଳିକା ବିଦ୍ୟାଳୟର ଛାତ୍ରୀମାନେ ବୁଲିବାକୁ ଆସିଥିବା ଅବସରରେ  ବେଳାଭୂମିରେ ସଫେଇ କରିଥିଲେ ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories