www.samajalive.in
Monday, December 8, 2025
24.1 C
Bhubaneswar

ଅନୀଲ ନୁହେଁ ସରୋଜ ସାହୁ ମୋ ସ୍ଵାମୀ : ହଂସିତା

ଭୁବନେଶ୍ଵର : ଭୁବନେଶ୍ଵରରେ ହାଇପ୍ରୋଫାଇଲ ଠକେଇ ମାମଲା। ସତ ମାନିଲେ ହଂସିତା। ହଂସିତାଙ୍କ ଜାମିନ୍ ଆବେଦନରୁ ଜଣାପଡିଲା ସତ। ଅନୀଲ ନୁହେଁ, ସରୋଜ ସାହୁ ବୋଲି ସ୍ଵୀକାର କରିଛନ୍ତି ହଂସିତା ଅଭିଲିପ୍ସା ।  କୋର୍ଟରେ ଜାମିନ୍ ଆବେଦନ ଶୁଣାଣି ବେଳେ ସେ ଏପରି ଚାଞ୍ଚଲ୍ୟକର ବୟାନ ରଖିଛନ୍ତି। ସରୋଜ ସାହୁଙ୍କୁ ସ୍ଵାମୀ ବୋଲି ଦର୍ଶାଇଛନ୍ତି  ହଂସିତା। ସ୍ଵାମୀଙ୍କ ଦେହ ଅସୁସ୍ଥ ଥିବା ନେଇ ଜାମିନ୍ ମାଗିଛନ୍ତି। ତେବେ ଫରଓ୍ବାର୍ଡିଂ ଲେଟରରେ ପୁଲିସ୍ ହଂସିତାଙ୍କ ସ୍ଵାମୀ ଅନୀଲ ମହାନ୍ତି ବୋଲି ଲେଖିଥିଲା। ଗିରଫ ହେବା ପରେ ହଂସିତା ଅନୀଲକୁ ନିଜ ସ୍ଵାମୀ ବୋଲି ଦର୍ଶାଇଥିଲେ। ବର୍ତ୍ତମାନ୍ ୧୮ ତାରିଖକୁ ହଂସିତାଙ୍କ ଜାମିନ୍ ଶୁଣାଣିକୁ ଘୁଞ୍ଚାଯାଇଛି।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories