www.samajalive.in
Sunday, December 14, 2025
26.1 C
Bhubaneswar

ବଣୁଆ ହାତୀ ଉପଦ୍ରବ; ପନିପରିବା ଫସଲ ନଷ୍ଟ

ସମ୍ବଲପୁର : ସମ୍ବଲପୁର ଜିଲାର ଯୁଯୁମୁରା ବ୍ଲକ ଅଞ୍ଚଳରେ ପ୍ରତିଦିନ ବଣୁଆ ହାତୀ ଉପଦ୍ରବ ଯୋଗୁଁ ଚାଷୀମାନେ ବ୍ୟାପକ କ୍ଷୟକ୍ଷତି ସହୁଛନ୍ତି। ଏଭଳି ଏକ ଘଟଣାରେ ଝାଙ୍କରପାଲି ଗ୍ରାମ ପଞ୍ଚାୟତ ଭବାନିପାଲି ଗ୍ରାମରେ ବଣୁଆ ହାତୀ ଉପଦ୍ରବ କରି ଚାଷ ଜମିରେ କରାଯାଇଥିବା ପନିପରିବା ଚାଷ ଗୁଡିକୁ ନଷ୍ଟ କରି ଦେଇଛି। ରବିବାର ବିଳମ୍ବିତ ରାତ୍ରିରେ ଭବାନିପାଲି ଗ୍ରାମର ନିତ୍ୟାନନ୍ଦ ନାୟକ ଓ ସୂର୍ଯ୍ୟ ନାରାୟଣ ବାରିକଙ୍କ ଜମିରେ କରାଯାଇଥିବା ପନିପରିବା ଚାଷକୁ ବଣୁଆ ହାତୀ ପ୍ରବେଶ କରି ନଷ୍ଟ କରିଦେଇଛି। କ୍ଷତିଗ୍ରସ୍ତ ଚାଷୀମାନେ କ୍ଷତିପୂରଣ ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏଥିସହ ବଣୁଆ ହାତୀ ଉପଦ୍ରବକୁ ବନ୍ଦ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

ମକର ସଂକ୍ରାନ୍ତି : ସୂର୍ଯ୍ୟ କଲେ ରାଶି ପରିବର୍ତ୍ତନ, ଜାଣନ୍ତୁ କେଉଁ ରାଶି ଉପରେ ପଡିବ କି ପ୍ରଭାବ..

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories