www.samajalive.in
Wednesday, December 10, 2025
14.1 C
Bhubaneswar

ଟାୟାର ଗୋଦାମରେ ଚଢାଉ, ମାଲିକ ଅଟକ

ସମାଜ ଡିଜିଟାଲ ଡେସ୍କ: କଟକ ଜଗତପୁର ଅଞ୍ଚଳରେ ଏକ ଟାୟାର ଗୋଦାମ ଉପରେ ପୁଲିସ ଚଢାଉ କରିଛି। ଏଥିସହ ମାଲିକଙ୍କୁ ଅଟକ ରଖାଯାଇଛି। ବିଭିନ୍ନ ନାମୀ କମ୍ପାନୀର ବିପୁଳ ପରିମାଣରେ ନକଲି ଟାୟାର ବିକ୍ରି ହେଉଥିବା ଅଭିଯୋଗରେ ଉତ୍କଳ ଡିଷ୍ଟ୍ରିବ୍ୟୁଟର ନାମକ ଏକ ଗୋଦାମ ଉପରେ ଚଢାଉ କରିଛି ପୁଲିସ। ବିଭିନ୍ନ ବେନାମୀ କମ୍ପାନୀର ଟାୟାରରେ ନକଲି ଲେବଲ୍ ଲଗାଇ ବିକ୍ରି ପାଇଁ ପଠାଯାଉଥିଲା। ହିନ୍ଦୁସ୍ତାନ ଟାୟାର କମ୍ପାନୀ ନାମରେ ଏଭଳି ବିକ୍ରି ହେଉଥିବା ଅଭିଯୋଗ ହେବାପରେ ଗୋଦାମ ସିଲ୍ କରିବା ସହ ମାଲିକଙ୍କୁ ଅଟକ ରଖିଛି ଜଗତପୁର ଥାନା ପୁଲିସ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories