www.samajalive.in
Thursday, December 11, 2025
15.1 C
Bhubaneswar

ତାମିଲନାଡୁର ୭୪ଟି ସ୍ଥାନ ଉପରେ ଆୟକର ଚଢାଉ

ଚେନ୍ନଇ : ତାମିଲନାଡୁ ରାଜଧାନୀ ଚେନ୍ନଇର ୭୨ଟି ଏବଂ କୋଏମ୍ବାଟୁର ୨ଟି ସ୍ଥାନ ଉପରେ ମଙ୍ଗଳବାର ଆୟକର ବିଭାଗ (ଆଇଟି) ପକ୍ଷରୁ ଚଢାଉ କରାଯାଇଛି। ବିଶେଷ କରି ଲୋଟସ ଗ୍ରୁପ୍‍, ରେବତୀ ବିଜନେସ୍‍ ଅର୍ଗାନାଇଜେସନ, ସାରାଭାନା ଷ୍ଟୋରରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ସାରାଭାନା ଷ୍ଟୋର ମାଲିକଙ୍କ ବାସଗୃହ ଉପରେ ମଧ୍ୟ ଆୟକର ବିଭାଗର ଅଧିକାରୀମାନେ ଚଢାଉ କରିଥିବା ସୂଚନା ମିଳିଛି। ଚଳିତ ମାସ ୩ ତାରିଖରୁ ଆୟକର ବିଭାଗ ପକ୍ଷରୁ ଚେନ୍ନଇର ବିଭିନ୍ନ ସ୍ଥାନରେ କ୍ରମାଗତ ଚଢାଉ ଜାରି ରହିଛି। ଏଥିପାଇଁ ପୁଲିସ୍‍ ଏବଂ ୭୦ ଜଣ ଆଇଟି ଅଧିକାରୀଙ୍କୁ ନେଇ ବହୁ ଦଳ ଗଠନ କରାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories