www.samajalive.in
Monday, December 8, 2025
27.1 C
Bhubaneswar

ଆପଣଙ୍କ ବ୍ୟବସାୟରେ କାହାର କୁଦୃଷ୍ଟି ଲାଗିଛି କି ? ଜାଣନ୍ତୁ ଏଥିରୁ ବର୍ତ୍ତିବାର ଉପାୟ

ବେଳେବେଳେ ଏମିତି ସମୟ ଆସେ କଠୋର ପରିଶ୍ରମ ସତ୍ତ୍ବେ ବ୍ୟବସାୟରେ କ୍ଷତି ହୋଇଚାଲେ। ଯେତେ ଚେଷ୍ଟା କଲେ ବି ବ୍ୟବସାୟରେ ଉନ୍ନତି ହୁଏ ନାହିଁ। ହେଲେ ଖୁବ୍‍ କମ୍‍ ଲୋକ ଏହା ଜାଣନ୍ତି ଯେ, ବ୍ୟବସାୟରେ କାହାର ଖରାପ ନଜର ବା କୁଦୃଷ୍ଟି ପଡ଼ିବା କାରଣରୁ ଏପରି ହୋଇଥାଏ। ଏହାର ସମାଧାନ ନକଲେ ବ୍ୟବସାୟ ବୁଡ଼ିବା ପରିସ୍ଥିତିକୁ ଆସିବା ସହ ବ୍ୟକ୍ତି ତଳିତଳାନ୍ତ ହୋଇଯାଆନ୍ତି। ତେବେ ଚାଲନ୍ତୁ ଜାଣିବା ବ୍ୟବସାୟରେ ଖରାପ ନଜର ଲାଗିଲେ ଏଥିରୁ ମୁକ୍ତି ପାଇବାର ଉପାୟ –

ପ୍ରଥମ ଉପାୟ : ଯଦି ଆପଣଙ୍କ ବ୍ୟବସାୟକୁ କାହାର ଖରାପ ନଜର ଲାଗିଛି ତେବେ ଶନିବାର ଗୋଟିଏ ସବୁଜ ଲେମ୍ବୁକୁ ନିଜ କାର୍ଯ୍ୟାଳୟର ଚାରି କାନ୍ଥକୁ ସ୍ପର୍ଶ କରାନ୍ତୁ। ତା’ପରେ ସେହି ଲେମ୍ବୁକୁ ଚାରି ଖଣ୍ଡରେ କାଟି ଚାରି ଦିଗକୁ ଫୋପାଡ଼ି ଦିଅନ୍ତୁ। ଏହାଦ୍ୱାରା ଆପଣଙ୍କ ବ୍ୟବସାୟ ବା ବେପାରରେ ଲାଗିଥିବା ଖରାପ ନଜର ଦୂର ହୋଇଯିବ।

- Advertisement -

ଦ୍ୱିତୀୟ ଉପାୟ : ବ୍ୟବସାୟରେ ପଡ଼ିଥିବା କୁଦୃଷ୍ଟିରୁ ବର୍ତ୍ତିବା ପାଇଁ ଚାରି ଖଣ୍ଡ ଲୁହା ନେଇ କାର୍ଯ୍ୟାଳୟ ଚାରି କୋଣରେ ପୋତି ଦିଅନ୍ତୁ। ଏହାଦ୍ୱାରା ବ୍ୟବସାୟରେ ଲାଗିଥିବା କୁଦୃଷ୍ଟି ନଷ୍ଟ ହୋଇଯିବ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories