ଜର୍ଜିଆ ରିସର୍ଟରେ ୧୧ ଭାରତୀୟ ମୃତ

ନୂଆଦିଲ୍ଲୀ: ଜର୍ଜିଆର ଏକ ମାଉଣ୍ଟେନ ରିସର୍ଟର ଭାରତୀୟ ହୋଟେଲରେ ୧୨ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୧୧ ଜଣ ଭାରତୀୟ ଥିବା ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ବିଷାକ୍ତ କାର୍ବନ ମନୋକ୍ସାଇଡ ଗ୍ୟାସରୁ ୧୨ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

Comments are closed.