ପୁରୀ : ପୁରୀ ରେଳ ଷ୍ଟେସନରୁ ୧୫୦ଟି ଗୁଳି ଜବତ ହୋଇଛି । ପୁରୁଷୋତ୍ତମ ଏକ୍ସପ୍ରେସର ଏସ୨ ସ୍ଲିପର କୋଚରେ ସିଟ୍ ତଳେ ଥିବା ଏକ ବ୍ୟାଗରୁ ଗୁଳି ଜବତ କଲା ଆରପିଏଫ୍ । ତେବେ ଏ ଗୁଳି ଏଠାକୁ କେମିତି ଆସିଲା ଓ କିଏ ଆଣିଲା ସେନେଇ ଜିଆରପି ତନାଘନା ଆରମ୍ଭ କରିଛି ।
Popular Categories

Hot this week

‘The Samaja’, the synonym of newspapers in Odisha – a mass circulated and widely read Odia daily has completed ‘Hundred Five‘ years of its glorious publication. Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das.. Read More
Get important news delivered directly to your inbox and stay connected!