www.samajalive.in
Monday, December 8, 2025
13.1 C
Bhubaneswar

ଧନତେରସ୍‌ରେ କିଣି ଆଣନ୍ତୁ ମାତ୍ର ୧୦ ଟଙ୍କାର ଏହି ଜିନିଷ, ବର୍ଷିବ ମା’ଲକ୍ଷ୍ମୀଙ୍କ କୃପା..

ଧନତେରସ୍‌ରେ ଅନେକ ଜିନିଷ କିଣିବା ପାଇଁ ମାନ୍ୟତା ରହିଛି । ଏହି ଦିନ ସୁନା,ରୁପା, ପିତ୍ତଳରେ ତିଆରି ଅନେକ ଜିନିଷ କିଣିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ । ମାତ୍ର ୧୦ ଟଙ୍କା ମୂଲ୍ୟର ଏକ ଜିନିଷ ରହିଛି, ଯାହାକୁ ଧନତେରସ୍‌ରେ କିଣିବା ଦ୍ୱାରା ଭାଗ୍ୟ ଚମକି ଥାଏ । ମା’ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ ।

ଧନତେରସ୍‌ ଦୀପାବଳିର ୨ ଦିନ ପୂର୍ବରୁ ପାଳନ ହୋଇଥାଏ । ଚଳିତ ବର୍ଷ ୨୯ ଅକ୍ଟୋବର ୨୦୨୪ରେ ଧନତେରସ୍‌ ପର୍ବ ପାଳନ କରାଯାଉଛି। ଏହି ଦିନ ମା’ଲକ୍ଷ୍ମୀ ଓ ଭଗବାନ ଧନ୍ୱନ୍ତରୀ, କୁବେରଙ୍କୁ ପୂଜା କରାଯିବା ସହ କିଛି ସ୍ୱତନ୍ତ୍ର ଜିନିଷ କିଣାଯାଏ ।

୫୦୦ ବର୍ଷ ପରେ ଦୀପାବଳିରେ ଅଦ୍ଭୁତ ସଂଯୋଗ, ଏହି ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ମିଳିବ ଧନ..

- Advertisement -

ଜିନିଷ କିଣିବା ପାଇଁ ଏହି ଦିନ ଅତ୍ୟନ୍ତ ଶୁଭ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି । ଏହି ଦିନ ବିଶେଷ କରି ସୁନା, ରୁପା, ପିତ୍ତଳ, ତମ୍ବା, ନୂଆ ଘର, ଯାନ, ବୈଦ୍ୟୁତିକ ଜିନିଷ କିଣି ଥାଆନ୍ତି । ଏସବୁ ଜିନିଷ ବ୍ୟତୀତ ୧୦ ଟଙ୍କିଆ ଜିନିଷ କିଣିବା ଦ୍ୱାରା ମା’ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ । ଏହା ଖୁବ୍‌ ଶୁଭଙ୍କର।

ଧନତେରସ୍‌ରେ ଭୁଲ୍‌ରେ ବି କିଣନ୍ତୁ ନାହିଁ ଏହି ୪ଟି ଜିନିଷ; ନଚେତ୍‌..

ଧନତେରସର ଶୁଭ ଦିନରେ ଗୋଟା ଧନିଆ ନିଶ୍ଚୟ କିଣି ଆଣନ୍ତୁ । ଏହାକୁ ଆଣି ପୂଜା କକ୍ଷରେ ରଖନ୍ତୁ । ଦୀପାବଳି ଦିନ ମା’ଲକ୍ଷ୍ମୀଙ୍କ ନିକଟରେ ଏହାକୁ ରଖି ପୂଜା କରନ୍ତୁ । ଏହାକୁ ଏକ ମାଟି ପାତ୍ରରେ ପକାନ୍ତୁ । ଧନିଆରୁ ସବୁଜ ସୁନ୍ଦର ଗଛ ହେଲେ ଘରେ ସୁଖ-ସମୃଦ୍ଧି ବୃଦ୍ଧି ହୋଇଥାଏ । ଆର୍ଥିକ ସ୍ଥିତି ମଜଭୁତ ହେବା ସହ ଆୟରେ ବୃଦ୍ଧି ହୋଇଥାଏ ।

କେବେ ଦେଖିନଥିବେ ଏମିତି ପ୍ରେମ କାହାଣୀ, ଭିଡିଓରେ ଦେଖନ୍ତୁ, ଗାଡି ପଛେ ପଛେ ଦୌଡି ଦୌଡି ଗଲା ଷଣ୍ଢ, ଆଉ ତା’ପରେ..

 

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories