ଧନତେରସ୍ରେ ଭୁଲ୍ରେ ବି କିଣନ୍ତୁ ନାହିଁ ଏହି ୪ଟି ଜିନିଷ; ନଚେତ୍..
ହିନ୍ଦୁ ଧର୍ମରେ ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷର ତ୍ରୟୋଦଶୀରେ ଧନତେରସ ପର୍ବ ପାଳନ କରାଯାଏ । ଏହି ପର୍ବ ଦୀପାବଳିର ୨ ଦିନ ପୂର୍ବରୁ ପାଳନ କରାଯାଏ । ଏହି ଦିନ ଜିନିଷ କିଣିବା ପାଇଁ ଶୁଭଙ୍କର ବୋଲି ମାନ୍ୟତା ରହିଛି । ତେଣୁ ଧନତେରସରେ ଲୋକେ ନୂଆ ବାସନ, ସୁନା-ରୁପାର ଗହଣା, ଗାଡି, ଭୂମି ଆଦି କିଣି ଥାନ୍ତି । ତେବେ ଏଭଳି କିଛି ଜିନିଷ ରହିଛି, ଯାହାକୁ ଧନତେରସରେ କିଣିବା ପାଇଁ … Continue reading ଧନତେରସ୍ରେ ଭୁଲ୍ରେ ବି କିଣନ୍ତୁ ନାହିଁ ଏହି ୪ଟି ଜିନିଷ; ନଚେତ୍..
Copy and paste this URL into your WordPress site to embed
Copy and paste this code into your site to embed