ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା..ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା..
ପୁଣି ଦେଶରେ ଚମକିଲା ନବୀନଙ୍କ ଜନକଲ୍ୟାଣକାରୀ ଯୋଜନା.. ଜନ ପରିବହନରେ ନମ୍ବର ଓ୍ବାନ୍ ହେଲା ଓଡ଼ିଶା, ମିଳିଲା ପୁରସ୍କାର..
ରାଜଧାନୀ ଭୁବନେଶ୍ଵରରେ ୨୫ଟି ସ୍ଥାନରେ ଖୋଲିବ ଅସ୍ଥାୟୀ ବାଣ ଦୋକାନ.. ସୂଚନା ଦେଲେ ଭୁବନେଶ୍ୱର ଡିସିପି ପିନାକ ମିଶ୍ର.. ଦୋକାନରେ ୩୦୦ କେଜିରୁ ଅଧିକ ବାଣ ମନା..
ଜମ୍ମୁ-କାଶ୍ମୀରରେ ସେନା ଗାଡ଼ିକୁ ଗୁଳିମାଡ କରିଥିବା ୩ ଆତଙ୍କୀ ନିପାତ.. ଅଖନୁର ଅଞ୍ଚଳରେ ସେନା ଗାଡ଼ି ଉପରକୁ ଆଖିବୁଜା ଗୁଳି ମାଡ଼ କରିଥିଲେ ୩ ଆତଙ୍କବାଦୀ.. ପ୍ରତିଆକ୍ରମଣରେ ଗୁଳିମାଡ କରିଥିବା ୩ ଆତଙ୍କବାଦୀ ନିହତ..
ଅକ୍ଟୋବର ୨୯ ସକାଳ ଯାଏଁ ବିଜୁଳି, ଘଡଘଡି ସହ ବର୍ଷା ପାଇଁ କୋରାପୁଟ, ରାୟଗଡା, ନବରଙ୍ଗପୁର, ଗଜପତି, ଗଞ୍ଜାମକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି..



