www.samajalive.in
Wednesday, December 10, 2025
16.1 C
Bhubaneswar

କେତେ ସିସି ହୋଇଥାଏ ଜେଟ୍ ପ୍ଲେନ୍ ଇଞ୍ଜିନ ? ଜାଣନ୍ତୁ..

ନୂଆଦିଲ୍ଲୀ : ଜେଟ୍ ଇଞ୍ଜିନର କ୍ଷମତାକୁ କାର୍ ଇଞ୍ଜିନ ଭଳି ସିସି(କ୍ୟୁବିକ୍ ସେଣ୍ଟିମିଟର) ରେ ମପାଯାଏନି କାରଣ ଏହା ଇଣ୍ଟରନାଲ୍ କମ୍ବଶନ ଇଞ୍ଜିନରୁ ଭିନ୍ନ କାମ କରିଥାଏ । ଜେଟ୍ ଇଞ୍ଜିନରେ ଥ୍ରଷ୍ଟ(ପୁଶ୍ ଦେଉଥିବା କ୍ଷମତା) ମୁଖ୍ୟ ରୂପେ ମପାଯାଏ । ଉଦାହରଣ ପାଇଁ ଏକ ବଡ କମର୍ଶିଆଲ ଜେଟ୍ ଇଞ୍ଜିନ(ଯଥା ବୋଇଂ ୭୭୭ର ଜିଇ୯୦ ଇଞ୍ଜିନ) ୧୧୦,୦୦୦ ପାଉଣ୍ଡ-ଫୋର୍ସର ଥ୍ରଷ୍ଟ ଉତ୍ପନ କରିପାରେ । କାରର ଇଞ୍ଜିନର ସିସି ମପାଯାଏ ଏବଂ ଏଥିରୁ କାରର କ୍ଷମତା ଜଣାପଡେ କିନ୍ତୁ ଜେଟ୍ ଇଞ୍ଜିନର କ୍ଷମତା ତାର ଥ୍ରଷ୍ଟ ଏବଂ ପାଓ୍ବରରୁ ମପାଯାଏ ।

ସେହିଭଳି ଜେଟ୍ ବିମାନ ବହୁତ କମ୍ ମାଇଲେଜ୍ ପ୍ରଦାନ କରେ । ଉଦାହରଣ ପାଇଁ ଏକ ବଡ ବିମାନ(ଯଥା ବୋଇଂ ୭୪୭)ର ହାରାହାରି ମାଇଲେଜ୍ ୦.୨-୦.୩ କିଲୋମିଟର ପ୍ରତି ଲିଟର ହୋଇଥାଏ । ଏକ ବୋଇଂ ୭୪୭ ପ୍ରତି ସେକେଣ୍ଡରେ ୧୦-୧୨ ଲିଟର ଇଞ୍ଜିନ ଜଳାଇପାରେ । ଅର୍ଥାତ୍ ଲମ୍ବା ଉଡାଣରେ ହଜାର ହଜାର ଲିଟର ଇନ୍ଧନ ଖର୍ଚ୍ଚ ହୋଇଥାଏ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories