www.samajalive.in
Thursday, December 11, 2025
18.1 C
Bhubaneswar

ଏମଏସପି ବଢ଼ାଇଲା କେନ୍ଦ୍ର

ସମାଜ ଡିଜିଟାଲ ଡେସ୍କ: ୨୦୨୫-୨୬ ବର୍ଷ ପାଇଁ ରବି ଫସଲରେ ଉତ୍ପାଦିତ ହେବାକୁ ଥିବା ଖାଦ୍ୟଶସ୍ୟ ଲାଗି କେନ୍ଦ୍ର ସରକାର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ବୃଦ୍ଧି କରିଛନ୍ତି। ମୋଟ ୬ଟି ରବି ଫସଲ ପାଇଁ ଏମଏସପି ବୃଦ୍ଧି ହୋଇଛି। ଗହମ କୁଇଣ୍ଟାଲ ପିଛା ସରକାର ୧୫୦ ଟଙ୍କା ବଢ଼ାଇଥିବାବେଳେ ବାଜରାରେ ୧୩୦ ଟଙ୍କା ବୃଦ୍ଧି କରାଯାଇଛି। ସେହିପରି ସୋରିଷ ମୂଲ୍ୟ କୁଇଣ୍ଟାଲ ପିଛା ୩୦୦ ଟଙ୍କା ବୃଦ୍ଧି ହୋଇଛି। ଗହମ କୁଇଣ୍ଟାଲ ପୂର୍ବରୁ ୨୨୭୫ ଟଙ୍କା ଥିବାବେଳେ ବର୍ତ୍ତମାନ ତାହାକୁ ୨୪୨୫ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାବ୍ୟତୀତ ମସୁର ଡାଲି, ବୁଟ ଏବଂ କୁଙ୍କୁମ ଫୁଲର ଏମଏସପି ୨.୪୧ ପ୍ରତିଶତରୁ ୭.୦୩ ପ୍ରତିଶତ ମଧ୍ୟରେ ବୃଦ୍ଧି ପାଇଛି। ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହାକୁ ଅନୁ​ମୋଦନ ମିଳିଛି।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories