ଗଞ୍ଜାମ: ଗଞ୍ଜାମ ଜିଲା ରମ୍ଭା ଥାନା ପକ୍ଷରୁ ଏକ ଜୁଆ ଆଡ୍ଡା ଚଢ଼ାଉ କରାଯାଇ ୪ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୧୩,୭୫୦ ଟଙ୍କା, ୧୦୪ଟି ପ୍ଲେଇଙ୍ଗ କାର୍ଡ, ୪ଟି ମୋବାଇଲ, ଗୋଟିଏ ମୋଟର ସାଇକେଲ ଜବତ କରିଛି ପୁଲିସ। କୌଣସି ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ସତ୍ୟବ୍ରତ ଭୂତିଆଙ୍କ ସମେତ ଅନ୍ୟାନ୍ୟ ପୁଲିସ କର୍ମୀ ପହଞ୍ଚି ସେଠାରେ ଚଢ଼ାଉ କରିଥିଲେ।
Popular Categories



