www.samajalive.in
Monday, December 8, 2025
13.1 C
Bhubaneswar

ପୁଲିସକୁ ଆକ୍ରମଣ; ଗାଡି ଭଙ୍ଗାରୁଜା, ୧୧ଅଟକ

ସମାଜ ଡିଜିଟାଲ ଡେସ୍କ: ସୁବର୍ଣ୍ଣପୁର ଜିଲା ବିନିକା ପାପି ଗାଁ ଆନନ୍ଦନଗରରେ ଉତ୍ତେଜନା। ଚୋରି ଉଦ୍ୟମ ବେଳେ ୩ ଡକାୟତ ଧରା ପଡ଼ିବା ଘଟଣାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଗାଁରେ ପୁଲିସ ପହଞ୍ଚିବା ଗ୍ରାମବାସୀଙ୍କ କବଳରୁ ଚୋରକୁ ଊର୍ଦ୍ଧ୍ବାର କରିବା ବେଳେ ଉତ୍ତ୍ୟେକ୍ତ ଲୋକମାନେ ପୁଲିସକୁ ଆକ୍ରମଣ କରିଥିଲେ। ଗାଁରେ ପୁଲିସ ପାଟ୍ରୋଲିଂ ହେଉନଥିବାରୁ ଚୋରି ବଢୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଫଳରେ ଲୋକମାନେ ଉତ୍ତ୍ୟେକ୍ତ ହୋଇ ପୁଲିସକୁ ଆକ୍ରମଣ କରିବା ସହ ଗାଡି ଭଙ୍ଗାରୁଜା କରିଥିଲେ। ଲୋକଙ୍କ ଆକ୍ରମଣରେ ୨ଜଣ ପୁଲିସ ଏଏସଆଇ ଆହତ ହୋଇଛନ୍ତି। ଘଟଣାରେ ୧୧ଜଣଙ୍କୁ ଅଟକ ରଖିଛି ପୁଲିସ।

Hot this week

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

Related Articles

Popular Categories