www.samajalive.in
Monday, December 8, 2025
24.1 C
Bhubaneswar

ଛତୁ ଚାଷ ଉଦ୍ୟୋଗୀକ ବିକାଶ ତାଲିମ ଶିବିର

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ସଂଯୋଗ ସଙ୍ଘଠନ ତରଫରୁ ବେଲପଡା ବ୍ଲକର ଚିକିଲି ଗ୍ରାମରେ ୫୦ ଜଣ ମହିଳା ଙ୍କୁ ନେଇ ଛତୁ ଚାଷ ଉଦ୍ୟୋଗୀକ ବିକାଶ କାର୍ଯ୍ୟକ୍ରମ ନାବାର୍ଡର ଜିଲ୍ଲା ପ୍ରବନ୍ଧକ ଡ଼କ୍ଟର ବିବେକ କୁମାର ନାୟକଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଗ୍ରାମୀଣ ମହିଳାମାନେ ଛତୁଭଳି ଆୟାକରି କାମରେ ନିଯୁକ୍ତି ରହିଲେ ପରିବାରର ଆୟ ବଢିବ ଓ ଗାଁରେ ରୋଜଗାର ସୃଷ୍ଟି ହେବ। ସାମ୍ନାନୀୟ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ଯୋଗଦେଇ ମହିଳା ମାନଙ୍କୁ ଗ୍ରୁପ ଜରିଆରେ ଏକାଠି ହୋଇ କାମକଲେ ଶକ୍ତି ବଢିବ ବୋଲି ବୁଝାଇଥିଲେ।

ଏହି କାର୍ଯ୍ୟକ୍ରମ ଚବିଶ ଦିନ ଧରି ଅନୁଷ୍ଠିତ ହେବ। ମହିଳା ଙ୍କ ମନରେ ଆତ୍ମ ବିଶ୍ୱାସ ବଢିବ ସହ ଆତ୍ମ ନିଭାରଶୀଳତା ବଢିବାର ରାସ୍ତା ଦେଖାଇବା ବୋଲି କହିଥିଲେ. ଉଦ୍ୟୋଗୀକ ବିକାଶ ପ୍ରତିଷ୍ଠାନ, ଅହମଦାବାଦ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ସଂଯୋଗ ସଂସ୍ଥା ଦ୍ୱାରା ପରିଚାଳନା କରାଯାଇଥିଲା. ଏବଂ କାର୍ଯ୍ୟକ୍ରମକୁ ପଙ୍କଜ, ବିଭୀଷଣ ଆୟୋଜନ ସହ ପରିଚାଳନା କରିଥିଲେ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories