www.samajalive.in
Sunday, December 14, 2025
15.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

୨୦୨୫ରେ ଭାରତରେ ହେବ ଖୋ ଖୋ ବିଶ୍ୱକପ୍..

ଗାନ୍ଧୀ ଜୟନ୍ତୀ ଅବସରରେ ଜନ ସୂରାଜ ପାର୍ଟିର ଶୁଭାରମ୍ଭ କଲେ ପ୍ରଶାନ୍ତ କିଶୋର.. ଆଗାମୀ ବିହାର ବିଧାନସଭା ନିର୍ବାଚନରେ ସମସ୍ତ ଆସନରେ ଲଢ଼ିବ ଦଳ..

- Advertisement -

ଅକ୍ଟୋବର ୩୧ ପର୍ଯ୍ୟନ୍ତ ଚାଲିବ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପହାରର ଇ-ନିଲାମ..

ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କୁ ଇସ୍ରାଏଲରେ ପ୍ରବେଶ ମନା.. ଏ ସମ୍ପର୍କରେ ଘୋଷଣା କଲେ ବିଦେଶ ମନ୍ତ୍ରୀ ଇସ୍ରାଏଲ କାଜ..

୫୬୦୦ କୋଟି ଟଙ୍କାର କୋକେନ ଜବତ କଲା ଦିଲ୍ଲୀ ପୁଲିସ, ୪ ଗିରଫ.. ମୁମ୍ବାଇ ଓ ଦିଲ୍ଲୀ ଚାଲାଣ ପାଇଁ ଆସିଥିଲା ଏହି କୋକେନ.. ଅନ୍ତର୍ଜାତୀୟ ନିଶା ମାଫିଆଙ୍କ ସମ୍ପୃକ୍ତି ସୂଚନା..

ନିର୍ବାଚନ ପୂର୍ବରୁ ଜେଲରୁ ବାହାରିଲେ ରାମ ରହିମ.. ୨୦ଦିନ ପାଇଁ ପାରୋଲ ମିଳିବା ପରେ ଆଜି ସୁନାରିଆ ଜେଲରୁ ବାହାରି ୟୁପିର ବାଗପତସ୍ଥିତ ବର୍ଣ୍ଣାୱା ଆଶ୍ରମକୁ ଯାଇଛନ୍ତି..

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ.. ୪ ତାରିଖରେ ଲଘୁଚାପ.. ବାତ୍ୟା ଆକଳନ ହୋଇନି କହିଲେ ଆଇଏମଡି ଡିଜି..

ଆଇପିିଏସ ସ୍ତରରେ ଅଦଳବଦଳ.. ବିନୋଦ ପାଟିଲ୍‌‌ ହେଲେ ମାଲକାନଗିରି ଏସପି.. ରାହୁଲ ଗୋଏଲ ହେଲେ କଟକ ରେଲୱେ ଏସପି.. ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ଗୃହ ବିଭାଗର ନିର୍ଦ୍ଦେଶ…

ବିଜେଡିର ଜନସମ୍ପର୍କ ପଦଯାତ୍ରା.. ବିଜେପି ସରକାରକୁ ନିଶାନା କଲେ ନବୀନ ପଟ୍ଟନାୟକ, କହିଲେ ମିଛ କହି ବିଜେପି ରାଜ୍ୟରେ କ୍ଷମତାକୁ ଆସିଛି, ସେମାନେ ବିଏସକେଓ୍ବାଇ ନାଁ ବଦଳାଇଛନ୍ତି, ଲୋକ ସବୁ ଜାଣନ୍ତି, ଆପଣ ନାଁ ଆଉ ରଙ୍ଗ ବଦଳାଇ ପାରନ୍ତି କିନ୍ତୁ ଇତିହାସ ବଦଳାଇ ପାରିବେନି..

ଭଦ୍ରକ ଓ ଧାମନଗରରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା.. ଏବେ ବି ଜାରି ରହିଛି ୧୬୩ ଧାରା..

ମହାରାଷ୍ଟ୍ର ପୁଣେରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୩ ମୃତ.. ଦୁଇ ପାଇଲଟ ସମେତ ଜଣେ ଇଞ୍ଜିନିୟରଙ୍କ ମୃତ୍ୟୁ ସୂଚନା.. ଘନ କୁହୁଡି ଯୋଗୁଁଁ ଦୁର୍ଘଟଣା ଘଟିଥିବା ଆଶଙ୍କା..

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories