ଅଟୋ ଓଲଟି ୮ ମହିଳା ଗୁରୁତର

ଭଞ୍ଜନଗର : ଭାରସାମ୍ୟ ହରାଇ ଅଟୋ ଓଲଟି ସୋମବାର ୮ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ବାଇବାଲି ପଞ୍ଚାୟତ ତଡମା ଗାଁ ନିକଟରେ ଘଟିଛି । ଦୁର୍ଘଟଣାରେ ୪ ଗୁରୁତରଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତଙ୍କୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।

ଛତୁଆ ବଦଳରେ ମାଣ୍ଡିଆ; ଆଞ୍ଚଳିକତା ଅନୁଯାୟୀ ପିଲାଙ୍କୁ ଖାଦ୍ୟ ଦିଆଯିବ- ଉପମୁଖ୍ୟମନ୍ତ୍ରୀ

 

Comments are closed.