www.samajalive.in
Monday, December 8, 2025
24.1 C
Bhubaneswar

ଦେଖନ୍ତୁ ଭିଡିଓ; ଜୀବନକୁ ବାଜି ଲଗାଇ ଚଳନ୍ତା ବାଇକ୍‌ରେ ଯୁବକଙ୍କ ବିପଦପୂର୍ଣ୍ଣ ଷ୍ଟଣ୍ଟ..

ନୂଆଦିଲ୍ଲୀ : ପ୍ରସିଦ୍ଧି ହାସଲ କରିବା ପାଇଁ ଅନେକ ସମୟରେ ଲୋକେ ନିଜ ଜୀବନକୁ ବିପଦରେ ପକାଇ ବିପଦପୂର୍ଣ୍ଣ ଷ୍ଟଣ୍ଟ କରୁଥିବାର ଅନେକ ଭିଡିଓ ସାମ୍ନାକୁ ଆସିଥାଏ । ନିକଟରେ ସୋସିଆଲ ମିଡିଆରେ ଜଣେ ଯୁବକଙ୍କ ଏଭଳି ଏକ ଭିଡିଓ ଭାଇରାଲ ହେଉଛି । ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଭିଡିଓରେ ରାସ୍ତାରେ ଚଳନ୍ତା ବାଇକରେ ବିପଦପୂର୍ଣ୍ଣ ଷ୍ଟଣ୍ଟ କରୁଥିବା ଦେଖିପାରିବେ । ରିଲ୍ସ କରୁଥିବା ସମୟରେ ବାଇକର ନମ୍ବର ପ୍ଲେଟ ମଧ୍ୟ କଢାଯାଇଛି।

- Advertisement -


ଭିଡିଓରେ ଦେଖି ପାରିବେ ଯୁବକ ଜଣକ ରାସ୍ତାରେ ଚଳନ୍ତା ବାଇକରେ ବ୍ୟାୟାମ କରୁଛନ୍ତି । ଏହାର ଦୃଶ୍ୟକୁ କ୍ୟାମେରାରେ ରେକର୍ଡ କରାଯାଇଛି । ଏହାସହ ଆଉ ଏକ ବିପଦପୂର୍ଣ୍ଣ ଭିଡିଓ ମଧ୍ୟ ଏକ୍ସରେ ଶେୟାର କରାଯାଇଛି।
ଭିଡିଓରେ ଯୁବକ ଜଣକ ଗାଁର ଏକ ଛୋଟ ରାସ୍ତାରେ ବିପଦପୂର୍ଣ୍ଣ ଷ୍ଟଣ୍ଟ କରୁଛନ୍ତି । ବାଇକ ଉପରେ ଛିଡା ହୋଇ ଷ୍ଟଣ୍ଟ କରୁଛନ୍ତି। ବାଇକଟି ମଧ୍ୟ ଦ୍ରୁତ ଗତିରେ ରହିଛି । ଯୁବକଙ୍କୁ ଦେଖି ସଭିଏଁ ରାସ୍ତାରୁ ଦୂରକୁ ପଳାଉଛନ୍ତି । ଯୁବକ ଜଣକ ନିଜ ସହ ଅନ୍ୟମାନଙ୍କ ଜୀବନକୁ ମଧ୍ୟ ବିପଦରେ ପକାଉଥିବା ଭିଡିଓରେ ଦେଖିପାରିବେ । ଭିଡିଓକୁ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।

ମାତ୍ର ୧୪ ଦିନ ପରେ ଏହି ରାଶି ହେବେ ଭାଗ୍ୟଶାଳୀ: ବୁଧ ଚଳନ ପରେ ଚମକିବ ଭାଗ୍ୟ, ମିଳିବ ଧନ,ବ୍ୟବସାୟରେ ଉନ୍ନତି..

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories