www.samajalive.in
Saturday, December 13, 2025
26.1 C
Bhubaneswar

ଟାଟା ସନ୍ସ ଏବଂ ପିଏସଏମସିର ଟିମକୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଟାଟା ସନ୍ସ ଏବଂ ପାୱାରଚିପ ସେମିକଣ୍ଡକ୍ଟର ମାନୁଫାକଚରିଂ କର୍ପୋରେସନ – (ପିଏସଏମସି)ର ନେତୃତ୍ୱ ଟିମ୍ ସହ ସାକ୍ଷାତ କରିଛନ୍ତି। ଭାରତରେ ସେମିକଣ୍ଡକ୍ଟର ଉତ୍ପାଦନ ପ୍ରକଳ୍ପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିବା ଜଣାପଡିଛି। ତାଇୱାନର ପାୱାରଚିପ ସେମିକଣ୍ଡକ୍ଟର ମାନୁଫାକଚରିଂ କର୍ପୋରେସନ ଭାରତରେ ଏହାର ବିସ୍ତାର କରିବାକୁ ଉତ୍ସାହ ପ୍ରକାଶ କରିଛି।

ସାମାଜିକ ଗଣମାଧ୍ୟମ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଟାଟା ସନ୍ସ ଏବଂ ପାୱାରଚିପ ସେମିକଣ୍ଡକ୍ଟର ମାନୁଫାକଚରିଂ କର୍ପୋରେସନର ନେତୃତ୍ୱ ଟିମ୍ ସହ ବହୁତ ଭଲ ବୈଠକ ହୋଇଛି। ସେମାନେ ସେମାନଙ୍କର ସେମିକଣ୍ଡକ୍ଟର ଉତ୍ପାଦନ ପ୍ରକଳ୍ପ ବିଷୟରେ ଅପଡେଟ୍ ସେୟାର କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories