www.samajalive.in
Saturday, December 13, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ ; ବିଲେଇ-ସାପର ଲଢେଇ, କିଏ ଜିତିଲା..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ବିଲେଇ ଓ ସାପର ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଥରେ ନୁହେଁ ବରଂ ବାରମ୍ବାର ଦେଖିବେ । ଭିଡିଓରେ ବିଲେଇ ଓ ସାପ ମଧ୍ୟରେ ହେଉଥିବା ଲଢେଇକୁ ଦେଖି ପାରିବେ । ସାପକୁ ଦେଖି ଭୟଭୀତ ହେବା ସାଧାରଣ କଥା । ମାତ୍ର ଏହି ଭିଡିଓଟି ସଭିଁଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଛି ।
ଭିଡିଓର ଆରମ୍ଭରେ ଦେଖିପାରିବେ,ଏକ ବିଷାକ୍ତ ସାପ ଧିରେ ଧିରେ ବିଲେଇ ନିକଟକୁ ଆସୁଛି । ବିଲେଇକୁ ଏହା ଅନୁଭବ ହେବା ମାତ୍ରେ, ସେ ତୁରନ୍ତ ସାବଧାନ ହୋଇ ଯାଉଛି । ସାପ ଆକ୍ରମଣ କରିବାକୁ ଚେଷ୍ଟା କରୁଛି । ବିଲେଇଟି ଆଦୌ ଭୟଭୀତ ହେଉ ନଥିବା ଦେଖିପାରିବେ । କିଛି ସମୟ ମଧ୍ୟରେ ଉଭୟଙ୍କ ମଧ୍ୟରେ ହେଉଥିବା ଲଢେଇ ରୋମାଞ୍ଚକର ଓ ଭୟଙ୍କର ହେଉଥିବା ଦେଖିପାରିବେ ।

ଧିରେ ଧିରେ ବିଲେଇ ସାପ ଆକ୍ରମଣର ଜବାବ ଦେଉଛି । ଆଦୌ ଭୟ ନକରି ସାପ ଉପରେ ବାରମ୍ବାର ଗୋଡରେ ଆକ୍ରମଣ କରୁଛି । କିଛି ସମୟ ପରେ ସାପ ସେଠାରୁ ଚାଲି ଯାଉଥିବା ଦେଖିପାରିବେ ।
ଭିଡିଓଟି ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବା ସହ ଲୋକେ ଏହାକୁ ଦେଖି ଭିନ୍ନ ଭିନ୍ନ ମତ ଦେଉଛନ୍ତି ।

ଅକ୍ଟୋବର ମାସର ଭାଗ୍ୟଶାଳୀ ରାଶି ; ମା’ଲକ୍ଷ୍ମୀ ଚମକାଇବେ ଏମାନଙ୍କ ଭାଗ୍ୟ, ମିଳିବ ଧନ, ହେବ ବିବାହ..

- Advertisement -

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories