www.samajalive.in
Saturday, December 13, 2025
21.1 C
Bhubaneswar

ୟାମାହା ଆରମ୍ଭ କଲା ‘ସ୍ବତନ୍ତ୍ର ପାର୍ବଣ ରିହାତି’, କମ୍ ଦାମରେ ମିଳିବ ବାଇକ୍ ଓ ସ୍କୁଟର

ନୂଆଦିଲ୍ଲୀ : ୟାମାହା ମୋଟର ଗ୍ରାହକଙ୍କ ପାଇଁ ସ୍ବତନ୍ତ୍ର ରିହାତି ଘୋଷଣା କରିଦେଇଛି । କମ୍ପାନୀ ନିଜ ଲୋକପ୍ରିୟ ୧୫୦ ସିସି ଏଫଜେଡ୍ ମଡେଲ ରେଞ୍ଜ ଓ ୧୨୫ ସିସି ଏଫଆଇ ହାଇବ୍ରିଡ୍ ସ୍କୁଟରରେ ରିହାତି ଦେଉଛି । ଗ୍ରାହକଙ୍କ ପାଇଁ ଏହି ବାଇକ ଓ ସ୍କୁଟର କିଣିବା ପାଇଁ ସୁବର୍ଣ୍ଣ ସୁଯୋଗ ରହିଛି । ଏହି ଅଫର ଅନୁସାରେ ଏଫଜେଡ୍-ଏସ୍ ଏଫଆଇ ଭର୍ସନ ୪.୦, ଏଫଜେଡ-ଏସ୍ ଏଫଆଇ ଭର୍ସନ ୩ରେ ୭ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ୍ ଓ ଡାଉନପେମେଣ୍ଟ ମାତ୍ର ୭,୯୯୯ ଟଙ୍କା କରିଦେଇଛି । ସେହିଭଳି ଫସିନୋ ୧୨୫ ଏଫଆଇ ହାଇବ୍ରିଡ୍ ଓ ରେଜେଡଆର୍ ୧୨୫ ହାଇବ୍ରିଡରେ ୪ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ୍ ଓ ଡାଉନପେମେଣ୍ଟ ମାତ୍ର ୨,୯୯୯ ଟଙ୍କା କରିଦେଇଛି । ଗ୍ରାହକ ପାର୍ବଣ ଋତୁରେ ଏହି ଗାଡିକୁ କ୍ରୟ କରିପାରିବେ ଏବଂ ରିହାତିର ଫାଇଦା ଉଠାଇ ପାରିବେ ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories