www.samajalive.in
Friday, December 12, 2025
23.1 C
Bhubaneswar

ଭିଡିଓରେ ଦେଖନ୍ତୁ ; ରୋଗୀ ଦେଖିଲେ ସାଉଥ୍‌ ଫିଲ୍ମ, ଡାକ୍ତର କଲେ ଅସ୍ତ୍ରୋପଚାର..

ନୂଆଦିଲ୍ଲୀ : ଏକ ଭିନ୍ନ ଓ ଆଶ୍ଚର୍ଯ୍ୟ କରିବା ଭଳି ଏକ ଘଟଣା ଏବେ ସୋସିଆଲ ମିଡିଆରେ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଘଟଣା କ୍ରମେ ଡାକ୍ତରମାନେ ସମ୍ପୂର୍ଣ୍ଣ ଅସ୍ତ୍ରୋପଚାର କରିବା ସମୟରେ ଜଣେ ରୋଗୀ ଚେତାରେ ରହିବା ସହ ଏକ ଜଟିଳ ମସ୍ତିଷ୍କ ଅସ୍ତ୍ରୋପଚାର କରିଛନ୍ତି । ମସ୍ତିଷ୍କ ଅସ୍ତ୍ରୋପଚାର କରିବା ସମୟରେ କରାଯାଉଥିବା ଏକ ସ୍ୱତନ୍ତ୍ର ପ୍ରଣାଳୀ ଯାହାକୁ (Awake Craniotomy) ରୁପରେ ଜଣାଯାଏ । ଏହି ପ୍ରଣାଳୀ ପାଇଁ ରୋଗୀଙ୍କୁ ହୋସ୍‌ରେ ରହିବା ଆବଶ୍ୟକ । ଭାଇରାଲ ଭିଡିଓରେ ଦେଖିପାରିବେ, ଡାକ୍ତର ଅସ୍ତ୍ରୋପଚାର କରିବା ସମୟରେ ରୋଗୀ ଜଣକ ସାଉଥ୍‌ ସୁପରଷ୍ଟାର ଜୁନିଅର ଏନଟିଆରଙ୍କ ଫିଲ୍ମ ଦେଖୁଛନ୍ତି । ଏହି ଅସ୍ତ୍ରୋପଚାର ଆନ୍ଧ୍ରପ୍ରଦେଶର କାକୀନାଡା ସରକାରୀ ହସ୍ପିଟାଲରେ ହୋଇଛି ବୋଲି ଜଣାପଡିଛି।

ମାତ୍ର ୩ ଦିନ ପରେ ବୁଧ କରିବେ ଚଳନ; ଏହି ରାଶିଙ୍କୁ କରିବେ ଧନବାନ୍‌, ସୁନା ଭଳି ଚମକିବ ଭାଗ୍ୟ..

- Advertisement -

ରୋଗୀଙ୍କର ଅନେକ ସମୟରେ ମୁଣ୍ଡ ବିନ୍ଧା ଅନୁଭବ ହେଉଥିଲା । ପରୀକ୍ଷା କରାଯିବା ପରେ ତାଙ୍କ ମସ୍ତିଷ୍କରେ ଏକ ଟ୍ୟୁମର ଥିବା ଜଣାପଡିଥିଲା । ଏହାପରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ପ୍ରାୟ ୨ଘଣ୍ଟା ୩୦ ପର୍ଯ୍ୟନ୍ତ ଡାକ୍ତରମାନେ ତାଙ୍କୁ ଫିଲ୍ମ ଦେଖିବାକୁ କହିଥିଲେ । ଡାକ୍ତରମାନେ ସଫଳ ଭାବେ ମସ୍ତିଷ୍କରେ ଥିବା ଟ୍ୟୁମରକୁ କାଢିଥିଲେ ।
ଚିକିତ୍ସା ସମୟରେ ଏଭଳି କରିବା କୌଣସି ଚମତ୍କାର ଠାରୁ କମ୍‌ ନୁହେଁ । ଏହାର ଏକ ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି । ଭିଡିଓରେ ଦେଖିପାରିବେ, ଡାକ୍ତର ଅସ୍ତ୍ରୋପଚାର କରିବା ସମୟରେ ସେ ଫିଲ୍ମ ଦେଖୁଛନ୍ତି । ଲୋକେ ଭିଡିଓ ଦେଖି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ।

ତିରୁପତି ତିରୁମାଳା ମନ୍ଦିର ଭୋଗ ଲଡୁରେ ପଶୁ ଚର୍ବି, ମାଛ ତେଲ ମିଶିଥିବା ଅଭିଯୋଗ

Hot this week

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

Related Articles

Popular Categories