ମାତ୍ର ୩ ଦିନ ପରେ ବୁଧ କରିବେ ଚଳନ; ଏହି ରାଶିଙ୍କୁ କରିବେ ଧନବାନ୍‌, ସୁନା ଭଳି ଚମକିବ ଭାଗ୍ୟ..

ଗ୍ରହ ରାଶି ପରିବର୍ତ୍ତନ କରିବା ସମୟରେ ଏହାର ପ୍ରଭାବ ସମସ୍ତ ୧୨ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ । ବୁଧଙ୍କ କନ୍ୟା ରାଶିରେ ଚଳନ ଜ୍ୟୋତିଷ ଶାସ୍ତ୍ରରେ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଏ । କନ୍ୟା ରାଶି ବୁଧଙ୍କ ନିଜ ରାଶି । ଫଳରେ ବୁଧ ଚଳନ ବୁଧଙ୍କ ସକରାତ୍ମକ ଶକ୍ତିର ଅଧିକ ଶୁଭଫଳ ମିଳିବ । ଏହି ଗ୍ରହଙ୍କ ଚଳନ ବ୍ୟକ୍ତିଙ୍କ ଚିନ୍ତା କରିବାର କ୍ଷମତା, ବିଶ୍ଲେଷଣ କରିବାରେ ବୃଦ୍ଧି ହୋଇଥାଏ । ନୂଆ କାମ … Continue reading ମାତ୍ର ୩ ଦିନ ପରେ ବୁଧ କରିବେ ଚଳନ; ଏହି ରାଶିଙ୍କୁ କରିବେ ଧନବାନ୍‌, ସୁନା ଭଳି ଚମକିବ ଭାଗ୍ୟ..