www.samajalive.in
Sunday, December 14, 2025
19.1 C
Bhubaneswar

ଦୁର୍ଘଟଣାର ଛାତିଥରା ଭିଡିଓ, ରଙ୍ଗରୁଟରେ ଆସୁଥିବା କାରକୁ ପିଟିଲେ ବାଇକର, ଚାଲିଗଲା ଜୀବନ

ସମାଜ ଡିଜିଟାଲ ଡେସ୍କ: ଦୁର୍ଘଟଣାର ଏକ ଛାତିଥରା ଭିଡିଓ ସାମ୍ନାକୁ ଆସିଛି ହରିୟାଣାରୁ। ଏଥିରେ ଜଣେ ୨୩ ବର୍ଷୀୟ ସ୍ପିଡ୍ ବାଇକର ଅକ୍ଷତ ଗର୍ଗଙ୍କ ମୃତ୍ୟୁ ଘଟିଛି। ଶୁକ୍ରଭାର ଭୋର ୫ଟା ୪୫ ମିନିଟରେ ଏହି ଦୁର୍ଘଟଣା ଘଟିଛି। ଅକ୍ଷତଙ୍କ ପଛରେ ଆସୁଥିବା ତାଙ୍କର ଜଣେ ସାଙ୍ଗଙ୍କ ହେଲମେଟରେ ଲାଗିଥିବା କ୍ୟାମେରାରେ ଘଟଣାର ପୂରା ଦୃଶ୍ୟ କଏଦ ହୋଇଛି, ଯାହା ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବାରେ ଲାଗିଛି।

ସୂଚନା ଅନୁସାରେ, ଅକ୍ଷତ ଓ ତାଙ୍କର ଅନ୍ୟ କେତେଜଣ ସାଙ୍ଗ ଭୋର ସମୟରେ ଗୁରୁଗ୍ରାମର ଡିଏଲଏଫ ଫେଜ ୨ ଗଲ୍ଫ କୋର୍ସ ରୋଡରେ ବାଇକ୍‌ରେ ଦ୍ରୁତ ଗତିରେ ଯାଉଥିଲେ। କିନ୍ତୁ ଏକ ବୁଲାଣି ସ୍ଥାନରେ ରଙ୍ଗରୁଟରେ ଆସୁଥିବା କାର ସହିତ ଅକ୍ଷତଙ୍କ ବାଇକ୍‌ ପିଟି ହୋଇଯାଇଥିଲା। ନିରାପତ୍ତା ଲାଗି ସମସ୍ତ ପ୍ରକାର ପୋଷାକ ଏବଂ ଉପକରଣ ପିନ୍ଧିଥିଲେ ମଧ୍ୟ ଅକ୍ଷତଙ୍କ ଜୀବନ ରକ୍ଷା ହୋଇପାରି ନ ଥିଲା। ବାଇକର ଦ୍ରୁତଗତି ଏବଂ ରଙ୍ଗରୁଟରେ କାର ଚାଳନା ଯୋଗୁ ଏଭଳି ଦୁର୍ଘଟଣା ଘଟିଥିଲା।

- Advertisement -

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories