www.samajalive.in
Friday, December 12, 2025
26.1 C
Bhubaneswar

ଭୁବନେଶ୍ବରଙ୍କୁ ୧୦୦ତମ ଦିନିକିଆ ୱିକେଟ

ସିଡନୀ : ଭାରତୀୟ ଫାଷ୍ଟ ବୋଲର ଭୁବନେଶ୍ବର କୁମାର ଦିନିକିଆ ଫର୍ମାଟରେ ୧୦୦ତମ ୱିକେଟ ଅକ୍ତିଆର କରିଛନ୍ତି। ଶନିବାର ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ପ୍ରତିପକ୍ଷ ଅଧିନାୟକ ଆରୋନ ଫିଞ୍ଚ୍‌ଙ୍କୁ ଆଉଟ କରି ଭୁବନେଶ୍ବର ଶହେତମ ୱିକେଟ ହାସଲ କରିଛନ୍ତି। ଏଭଳି ସଫଳତା ହାସଲ କରିବାରେ ଭୁବନେଶ୍ବର ହେଉଛନ୍ତି ଭାରତର ଦ୍ବାଦଶ ଫାଷ୍ଟ ବୋଲର। ସେ ୯୬ଟି ଦିନିକିଆରୁ ୩୭.୮୮ ହାରରେ ୧୦୦ଟି ୱିକେଟ ଅକ୍ତିଆର କରିଛନ୍ତି।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories