www.samajalive.in
Friday, December 5, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ: ଟ୍ରାକ ଛାଡ଼ି କ୍ଷେତରେ ପଶିଲା ଟ୍ରେନ

ସମାଜ ଡିଜିଟାଲ ଡେସ୍କ: ଟ୍ରାକ ଛାଡ଼ି ଚାଷ ଜମିରେ ପଶିଲା ଟ୍ରେନ। ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି ବିହାରର ଗୟା ଜିଲାରୁ। ଏହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବାରେ ଲାଗିଛି, ଯାହାକୁ ନେଇ ଲୋକମାନେ ବିଭିନ୍ନ ପ୍ରକାର ମନ୍ତବ୍ୟ ଦେଉଛନ୍ତି।

- Advertisement -

ଦେଶରେ ରେଳ ଦୁର୍ଘଟଣା ଏବେ ସାଧାରଣ ଘଟଣାରେ ପରିଣତ ହେଲାଣି।  ଗତ ଶୁକ୍ରବାର ବିହାରର ଗୟା ଜିଲା ଅନ୍ତର୍ଗତ ଓ୍ବଜିରଗଞ୍ଜ ଷ୍ଟେସନ ଏବଂ କୋହ୍ଲାନା ହଲ୍‌ଟ ମଧ୍ୟରେ ଆସୁଥିବା ଗୟା-ଫିଉଲ ରେଳ ଧାରଣାରେ ଯାଉଥିବା ଏକ ଟ୍ରେନ ଇଞ୍ଜିନ ଭାରସାମ୍ୟ ହରାଇ ଟ୍ରାକ ବାହାରକୁ ଚାଲିଯାଇଥିଲା। ଡ୍ରାଇଭର ବ୍ରେକ୍ ଲଗାଇବାକୁ ଉଦ୍ୟମ କରିଥିଲେ ହେଁ ଟ୍ରେନ ଅଟକି ନ ଥିଲା। ଶେଷରେ ରେଳ ଧାରଣା ପାର୍ଶ୍ବ ବିଲରେ ଟ୍ରେନଟି ପଶିଯାଇଥିଲା।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories