www.samajalive.in
Sunday, December 7, 2025
23.1 C
Bhubaneswar

୧୦୦ ବର୍ଷ ପରେ ଏଥର ଗଣେଶ ପୂଜାରେ ଦୁର୍ଲ୍ଲଭ ସଂଯୋଗ; ଏହି ରାଶିଙ୍କ ଚମକିବ ଭାଗ୍ୟ..

ଚଳିତ ବର୍ଷ ଗଣେଶ ଚତୁର୍ଥୀ ୭ ସେପ୍ଟେମ୍ବର ୨୦୨୪ରେ ପାଳନ କରାଯିବ । ଏହି ଦିନ ଠାରୁ ପ୍ରାୟ ୧୦ ଦିନ ପର୍ଯ୍ୟନ୍ତ ଗଣେଶ ଉତ୍ସବ ପାଳନ କରାଯାଏ ।
ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀରେ ଗଶେଷ ଚତୁର୍ଥୀ ପାଳନ କରାଯାଉଥିବା ବେଳେ ଏହି ବର୍ଷର ଗଣେଶ ଚତୁର୍ଥୀ ଖୁବ୍‌ ଖାସ୍‌ । ଦୀର୍ଘ ୧୦୦ ବର୍ଷ ପରେ ଗଣେଶ ଚତୁର୍ଥୀରେ ଏହି ବର୍ଷ ଦୁର୍ଲ୍ଲଭ ସଂଯୋଗ ସୃଷ୍ଟି ହେଉଛି । ଏହି ବର୍ଷ ସିଦ୍ଧି ଯୋଗ, ରବି ଯୋଗ, ବ୍ରହ୍ମା ଯୋଗ, ଇନ୍ଦ୍ର ଯୋଗ ସୃଷ୍ଟି ହେବାକୁ ଯାଉଛି । ଏହାସହ ସ୍ୱାତୀ ଓ ଚିତ୍ରା ନକ୍ଷତ୍ର ମଧ୍ୟ ରହିବ ।
ଗଣେଶ ଚତୁର୍ଥୀ ଦିନ ଗଣେଶ ସ୍ଥାପନା ଓ ପୂଜା ପାଇଁ ବେଶ ଶୁଭ ମୁହୂର୍ତ୍ତ ମିଳିବ । ଏହାସହ ଗ୍ରହ ନକ୍ଷତ୍ରଙ୍କ ଏଭଳି ସ୍ଥିତି ୩ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭଙ୍କର ହେବ । ଏମାନଙ୍କ ଜୀବନରେ ଅନେକ ଶୁଭ ପରିବର୍ତ୍ତନ ହେବା ସହ ଭାଗ୍ୟ ଚମକିବ..

ବୃଷ – ଗଣେଶ ଚତୁର୍ଥୀ ବୃଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭଙ୍କର । ଗୋଟିଏ ପରେ ଗୋଟିଏ ସବୁ କାମରେ ସଫଳତା ମିଳିବ । ବ୍ୟବସାୟୀ ଲାଭବାନ୍‌ ହେବେ । ନୂଆ କାମ ଆରମ୍ଭ କରିବା ପାଇଁ ଶୁଭ ସମୟ । ଧନ-ସମ୍ପତ୍ତି ବୃଦ୍ଧି ହେବ । ଜୀବନରେ ହସଖୁସି ରହିବ ।

- Advertisement -

କର୍କଟ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଧନ ମିଳିବ । ମାନ-ସମ୍ମାନ ବୃଦ୍ଧି ସହ କାର୍ଯ୍ୟରେ ସଫଳତା ମିଳିବ ।

କନ୍ୟା – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଜୀବନରେ ସୁଖ-ସମୃଦ୍ଧି ବୃଦ୍ଧି ହେବ । ଆର୍ଥିକ ସମସ୍ୟା ଦୂର ହେବ । ନିବେଶ ପାଇଁ ଉତ୍ତମ ସମୟ ।

ଏହି ୫ଟି କାରଣରୁ ଶୀଘ୍ର ବଢିଥାଏ ମହିଳାଙ୍କ ଓଜନ, ଆପଣ ବି କରୁ ନାହାଁନ୍ତି ତ ଭୁଲ୍‌..

 

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories