ଏହି ୫ଟି କାରଣରୁ ଶୀଘ୍ର ବଢିଥାଏ ମହିଳାଙ୍କ ଓଜନ, ଆପଣ ବି କରୁ ନାହାଁନ୍ତି ତ ଭୁଲ୍‌..

ବର୍ତ୍ତମାନ ସମୟରେ ବ୍ୟସ୍ତବହୁଳ ଜୀବନଶୈଳୀ, ସଠିକ୍‌ ସମୟରେ ଖାଦ୍ୟପେୟ ସେବନ ନକରିବା, ଅସ୍ୱାସ୍ଥ୍ୟକର ଭୋଜନ ଆଦି ଅନେକ କାରଣ ମୋଟାପଣ ବୃଦ୍ଧିର ପ୍ରଧାନ କାରଣ । ବିଶେଷ କରି ମହିଳା ମାନେ ଶୀଘ୍ର ମୋଟାପଣର ଶିକାର ହୋଇ ଥାଆନ୍ତି । ବର୍ତ୍ତମାନ ସମୟରେ ଅଧିକାଂଶ ମହିଳାଙ୍କର ଶୀଘ୍ର ବୃଦ୍ଧି ପାଉଥିବା ଓଜନ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଅନେକ ସମୟରେ ସେମାନେ ଜାଣି ପାରନ୍ତି ନାହିଁ ଓଜନ ବୃଦ୍ଧିର କାରଣ କ’ଣ । ବିଶେଷଜ୍ଞଙ୍କ ମତାନୁସାରେ, ମହିଳାଙ୍କର … Continue reading ଏହି ୫ଟି କାରଣରୁ ଶୀଘ୍ର ବଢିଥାଏ ମହିଳାଙ୍କ ଓଜନ, ଆପଣ ବି କରୁ ନାହାଁନ୍ତି ତ ଭୁଲ୍‌..