www.samajalive.in
Saturday, December 6, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ; ମେଳାରେ ଦେଖୁଥିଲେ ଯୁବତୀଙ୍କ ନୃତ୍ୟ, ହଠାତ୍‌ ଖସି ପଡିଲା ଟିଣ ଛାତ..

ପାଟନା : ବିହାରର ସାରଣ ଜିଲା ଇସୁଆପୁର ମେଳାରେ ମଙ୍ଗଳବାର ବିଳମ୍ବିତ ରାତିରେ ଅକେଷ୍ଟ୍ରା ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ ଜମିଥିଲା । ଶହଶହ ଲୋକେ ଟିଣର ଛାତରେ ବସି ନୃତ୍ୟ ଦେଖୁଥିଲେ । ସେହି ସମୟରେ ଟିଣ ଛାତ ଖସି ପଡିଥିଲା । ତଳେ ଠିଆ ହୋଇଥିବା ଲୋକଙ୍କ ନିକଟରେ ଏହି ଟିଣ ଛାତ ଖସି ପଡିଥିଲା । ଏହି ଅଘଟଣରେ ଶହେରୁ ଅଧିକ ଲୋକେ ଗୁରୁତର ଆହତ ହୋଇଛନ୍ତି । ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି।


ମେଳାର ଏହି କାର୍ଯ୍ୟକ୍ରମରେ ଭୋଜପୁରୀ ଗୀତରେ ପରିବେଷଣ ହେଉଥିବା ନୃତ୍ୟ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥିଲା । ଭିଡ ଅଧିକ ହେବାରୁ ଲୋକେ ଟିଣ ଛାତ ଉପରେ ଚଢି ଯାଇଥିଲେ । ଟିଣ ଛାତ ଏତେ ସଂଖ୍ୟାରେ ଲୋକଙ୍କ ଓଜନ ସମ୍ଭାଳି ନପାରିବାରୁ ଖସି ପଡିଥିଲା । ଘଟଣାରେ ଗୁରୁତର ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏଥିରେ କାହାର ମୃତ୍ୟୁ ହୋଇନଥିବା ନେଇ ସୂଚନା ମିଳିଛି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଦେଖନ୍ତୁ ଭିଡିଓ; ବର୍ଷାରେ ବଲ୍‌ ଖେଳୁଛି ଛୁଆହାତୀ, ମାଆକୁ ଖେଳିବାକୁ ଡାକୁଛି..

- Advertisement -

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories