ଦେଖନ୍ତୁ ଭିଡିଓ; ବର୍ଷାରେ ବଲ୍‌ ଖେଳୁଛି ଛୁଆହାତୀ, ମାଆକୁ ଖେଳିବାକୁ ଡାକୁଛି..

ନୂଆଦିଲ୍ଲୀ : ବଲ୍‌ ଖେଳି ନିଜ ମାଆକୁ ଖୁସି କରିବାକୁ ଚେଷ୍ଟା କରୁଛି ହାତୀଛୁଆ । ସୋସିଆଲ ମିଡିଆରେ ହାତୀର ଏହି ମନଛୁଆଁ ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି । ମାତ୍ର କିଛି ସମୟର ଏହି ଭିଡିଓରେ ଛୁଆହାତୀ ଏକ ବଲକୁ ଲଗାତାର ନିଜ ମାଆ ଆଡକୁ ନେଉଥିବା ଦେଖିପାରିବେ। View this post on Instagram A post shared by Lek Chailert (@lek_chailert) ଦେଖନ୍ତୁ ଭିଡିଓ; ଫିଲ୍ମରୁ କମ୍‌ ନୁହେଁ, ରେସ୍ତୋରାଁରେ … Continue reading ଦେଖନ୍ତୁ ଭିଡିଓ; ବର୍ଷାରେ ବଲ୍‌ ଖେଳୁଛି ଛୁଆହାତୀ, ମାଆକୁ ଖେଳିବାକୁ ଡାକୁଛି..