www.samajalive.in
Sunday, December 14, 2025
26.1 C
Bhubaneswar

ବ୍ୟାଙ୍କରୁ କଳାକନା ବୁଲାଇଲେ ଲୁଟେରା

ଅନୁଗୁଳ: ଅନୁଗୁଳ ବନ୍ତଳା ଥାନା ଅଞ୍ଚଳରୁ ବ୍ୟାଙ୍କରୁ କଳାକନା ବୁଲାଇଛନ୍ତି ଲୁଟେରା । ଗତକାଲି ବିଳମ୍ବିତ ରାତିରେ ବନ୍ତଳା ଠାରେ ଥିବା ଏସବିଆଇ ବନ୍ତଳା ଶାଖାରେ କିଛି ଦୁର୍ବୃତ୍ତ ବ୍ୟାଙ୍କର ଗ୍ରିଲ ତାଡ଼ି ବ୍ୟାଙ୍କ ଭିତରେ ପଶିଥିଲେ । ତେବେ କେତେ ଟଙ୍କା ଚୋରି ହୋଇଛି ତାହା ସଠିକ ଭାବେ ଜଣା ପଡ଼ିନାହିଁ । ସେପଟେ ବ୍ୟାଙ୍କର ସାଇରନ ବାଜିବାରୁ ଦୁର୍ବୃତ୍ତ ମାନେ ସେଠାରୁ ଖସି ଚାଲିଯାଇଥିଲେ । ଘଟଣାସ୍ଥଳରେ ପୁଲିସ ପହଁଚି ଘଟଣାର ତଦନ୍ତ କରୁଛି ।

 

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories