Patra electronics

ବିରୁଡି ଆକ୍ରମଣରେ ଜଣେ ଗୁରୁତର

ବାସୁଦେବପୁର: ବିରୁଡି ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇ ବାସୁଦେବପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମିଳିଥିବା ସୂଚନା ମୁତାବକ, ବାସୁଦେବପୁର ଥାନା ଅଧିନ ଲୁଙ୍ଗା ପଞ୍ଚାୟତ ନୂଆସାହି ଗ୍ରାମର ଧନେଶ୍ୱର ମଳିକ ନିଜ ବିଲରେ କାମ କରୁଥିବା ବେଳେ ବିରୁଡି ଆକ୍ରମଣ କରିଥିଲା। ଏ ସଂପର୍କରେ ପରିବାର ଲୋକେ ଜାଣିବା ପରେ ଗୁରୁତରଙ୍କୁ ବାସୁଦେବପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇ ଆସିଥିଲେ।

ସୃଷ୍ଟି ହେଲା ଲଘୁଚାପ; ୧ ଯାଏଁ ପ୍ରବଳ ବର୍ଷିବ, ଏହି ଜିଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି..

Comments are closed.