www.samajalive.in
Sunday, December 7, 2025
14.1 C
Bhubaneswar

ଦେଖନ୍ତୁ ଭିଡିଓ; ବାତ୍ୟା ପରେ ବାସୁଦେବପୁରରେ ବନ୍ୟା ସ୍ଥିତି ଗମ୍ଭୀର

ବାସୁଦେବପୁର : ବାତ୍ୟା ‘ଦାନା’ ପରେ ବାସୁଦେବପୁର ବ୍ଲକରେ ବନ୍ୟା ସ୍ଥିତି ଦେଖାଦେଇଛି। ଏକାଧିକ ନଈରେ ବନ୍ୟା ପାଣି ହଜାର ହଜାର ହେକ୍ଟର ଚାଷ ଜମିକୁ ଜଳମଗ୍ନ କରିଛି। ଚାଷକୁ ନେଇ ଚାଷୀ ଚିନ୍ତାରେ ପଡିଛି।

ବାତ୍ୟାରେ ଯାହା ନଷ୍ଟ ହେଲା ଏବେ ବନ୍ୟା ଚାଷୀର ଦାନା ଛଡାଇ ନେବ। ବନ୍ୟା ପାଣି ପଦ୍ମପୁର, ସୁଗୋ, ବରଣ୍ଡୁଆ, ସୁଦର୍ଶନପୁର, ନରସିଂହପୁର ପଞ୍ଚୟତ ସହ ପୌରପାଳିକା ଅଂଚଳର ଭୈରବପୁର, ବଳିବିନ୍ଧା, ଆଦି ଗାଁରେ ଚାଷ ଜମି ପାଣିରେ ବୁଡିଛି।

- Advertisement -

ବାସୁଦେବପୁର ବ୍ଲକର ବରଣ୍ଡୁଆ ସୁଦର୍ଶନପୁର ରାସ୍ତାର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ରାସ୍ତାର ୨/୩ ଫୁଟ ଉଚ୍ଚତାରେ ପାଣିର ସୁଅ ପଡିଛି। କେତେକ ତଳିଆ ଅଂଚଳର ମାଟି ଘରକୁ ପାଣି ପଶିଛି। ତେବେ ବାସୁଦେବପୁର ବ୍ଲକର ବନ୍ୟା ସ୍ଥିତି ଗମ୍ଭୀର ହେବାରେ ଲାଗିଛି।

ଏବେ ସିଧାସଳଖ ୟୁଟ୍ୟୁବରେ କରି ପାରିବେ ସପିଙ୍ଗ୍‌; ଲଞ୍ଚ ହେଲା ଜବରଦସ୍ତ ଫିଚର୍‌..

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories