www.samajalive.in
Monday, December 8, 2025
14.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ରାହୁଲ ନବୀନ..

ସନ୍ଧ୍ୟା ପ୍ରାୟ ୭ ଟା ୫୫ ମିନିଟ୍‌ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ..

- Advertisement -

ସେଠାରୁ ସିଧାସଳଖ ପୁରୀ ଗସ୍ତରେ ଯିବେ ରାହୁଲ ନବୀନ..

ଆନ୍ଧ୍ରପ୍ରଦେଶ କଡପା ରାୟାଛୋଟି ଏନଏଚ୍ ଗୁଭାଲାଚେରୁଭୁ ନିକଟରେ ଦୁର୍ଘଟଣା: କାରକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍, ୫ ମୃତ..

ସତ୍ୟବାଦୀ ବ୍ଲକ ଆଳିତ ଗାଁରେ ଭୟାବହ ଅଗ୍ନିକାଣ୍ଡ..

ଗୁରୁ ଗ୍ରହ କରିବେ ଓଲଟା ଚଳନ; ୩ ରାଶିଙ୍କ ବଦଳିଯିବ ଭାଗ୍ୟ, କରିବେ ଧନ ବୃଦ୍ଧି..

ନିଆଁ ଲାଗି ଜଳିଗଲା ୩୦ ବଖରା ଘର, ଜଣେ ଗୁରୁତର, ୩ ଗୋରୁ ଜୀବନ୍ତ ଦଗ୍ଧ, ୧୫ ପରିବାର ସର୍ବସ୍ଵାନ୍ତ..

ଅଭୟାଙ୍କୁ ନ୍ୟାୟ ପାଇଁ ଉଠୁଛି ପଡୁଛି କଲକାତା: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଆଜି ମହାବିକ୍ଷୋଭ ଡାକରା ଦେଇଛି ଛାତ୍ର ସଂଗଠନ..

ମୁଖ୍ୟମନ୍ତ୍ରୀଙ୍କ ଅଫିସ ଘେରାଉ କରିବେ ୩୦ ହଜାରରୁ ଅଧିକ ଛାତ୍ରଛାତ୍ରୀ, ପ୍ରବେଶ ପଥ ସିଲ୍, ବାଧାପ୍ରାପ୍ତ ହୋଇପାରେ ଜୀବନଯାତ୍ରା..

ଦୁଇ ଦିନର ବିରତି ପରେ ପୁଣି ସରଗରମ ହେବ ବିଧାନସଭା..

ଦେଖନ୍ତୁ ଭିଡିଓ ; ସାପକୁ କେମିତି ଆକ୍ରମଣ କରୁଛି କାଉ..

ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଜଙ୍ଗଲ ଓ ପରିବେଶ ଆଦି ବିଭାଗ ସହ ଅନ୍ୟ ବିଭାଗର ରହିଛି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ, ଶୂନ୍ୟକାଳରେ ଉଠିପାରେ ସୁଭଦ୍ରା ଗାଇଡ୍ ଲାଇନ୍ ପ୍ରସଙ୍ଗ..

ବିଜେପିରେ ମିଶିବେ ଚମ୍ପାଇ ସୋରେନ୍, ଅମିତ୍ ଶାହାଙ୍କୁ ଭେଟିବା ପରେ ଝାଡଖଣ୍ଡର ପୂର୍ବ ମୁଖ୍ୟମନ୍ତ୍ରୀ ଚମ୍ପାଇ ବିଜେପିରେ ସାମିଲ ହୋଇଥିବା ସୂଚନା ଦେଲେ ହେମନ୍ତ ବିଶ୍ଵଶର୍ମା..

ଆସନ୍ତା ୩୦ରେ ରାଞ୍ଚିରେ ବିଜେପିରେ ମିଶିବା ନେଇ ସୋସିଆଲ ମିଡିଆରେ ବିଶ୍ଵଶର୍ମାଙ୍କ ପୋଷ୍ଟ..

କୃଷ୍ଣମୟ ହେଳା ସାରା ବିଶ୍ଵ..

ପବିତ୍ର ଜନ୍ମାଷ୍ଟମୀ ଅବସରରେ କାଲି ରାତିସାରା ଭକ୍ତିଭାବରେ ବୁଡିଲା ପୁରା ଦେଶ..

ସେପଟେ ଆଜି ପୁରୀ ଶ୍ରୀମନ୍ଦିରରେ ପାଳିତ ହେବ ନନ୍ଦୋତ୍ସବ ନୀତି, ଜଗମୋହନ ଦୋଳିରେ ବିଜେ ହେବେ ରାମକୃଷ୍ଣ ଓ ମଦନମୋହନ..

ମାଲକାନଗିରି ଜିଲ୍ଲାରେ ଘ​‌ରୋଇ ବସ୍ ଚଳାଚଳ ବନ୍ଦ..

ଜିଲ୍ଲାରେ ଚାଲୁଥିବା ଟାୟାର-୨ ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ, ଯାତ୍ରୀ ହନ୍ତସନ୍ତ..

ଗୁଜରାଟରେ ପ୍ରବଳ ବର୍ଷା: ଜନଜୀବନ ଅସ୍ତବ୍ୟସ୍ତ, ଆଗାମୀ ଦୁଇ ତିନିଦିନ ପ୍ରବଳ ବର୍ଷା ନେଇ ଆଇଏମଡି ପକ୍ଷରୁ ସୂଚନା..

ଆଜି ସବୁ ସ୍କୁଲ, କଲେଜ ଛୁଟି ଘୋଷଣା..

ନାମାଙ୍କନ ପତ୍ର ପ୍ରତ୍ୟାହାର କଲେ ଜଗନ୍ନାଥ ପ୍ରଧାନ..

ଗତ ୨୧ରେ ନାମାଙ୍କନ ଦାଖଲ କରିଥିଲେ ଜଗନ୍ନାଥ..

କଲକାତା ଲଜ୍ଜା; ଅଭୟାଙ୍କୁ ନ୍ୟାୟ ପାଇଁ ଛାତ୍ର ସଂଗଠନର ଆନ୍ଦୋଳନ ଡାକରା..

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରି ବିକ୍ଷୋଭ କରିବେ ଛାତ୍ର ସଂଗଠନ..

ସୁରକ୍ଷା ବଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌‌..

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories