www.samajalive.in
Friday, December 12, 2025
26.1 C
Bhubaneswar

ବିମାନଯାତ୍ରା ପୂର୍ବରୁ ଏମିତି କଲେ ଯାତ୍ରୀ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜଣେ ବ୍ୟକ୍ତି ଖଇନି ରଗଡୁଥିବା ନଜର ଆସୁଛି । ତେବେ ଖାସ୍ କଥା ହେଉଛି, ବ୍ୟକ୍ତି ଜଣକ କୌଣସି ପାନ ଦୋକାନ ଆଗରେ ଖଇନି ରଗଡୁନାହାଁନ୍ତି । ବରଂ ସେ ଏକ ବିମାନରେ ଖଇନିର ମଜା ଉଠାଉଛନ୍ତି ।

- Advertisement -

ଭିଡିଓରେ ନଜର ଆସୁଛି କି ଜଣେ ବ୍ୟକ୍ତି ଅତି ଆରାମରେ ଏକ ପ୍ରାଇଭେଟ୍ ଜେଟ ଦ୍ବାର ପାଖରେ ଠିଆ ହୋଇଛନ୍ତି । ଏବଂ ବିମାନ ସଦସ୍ୟଙ୍କ ସାମ୍ନାରେ ଖାଇବା ପାଇଁ ଖଇନି ପ୍ରସ୍ତୁତ କରୁଛନ୍ତି । ତାଙ୍କର ଏହି ଭିଡିଓକୁ ସମସ୍ତେ ବେଶ୍ ପସନ୍ଦ କରିବା ସହ ମଜାଳିଆ ଢଙ୍ଗରେ ପ୍ରତିକ୍ରିୟା ରଖୁଛନ୍ତି । ମଜାରେ ୟୁଜର କହୁଛନ୍ତି ଯେ ତାଙ୍କୁ ଝରକା ପାଖ ସିଟ୍ ଦେବା ଉଚିତ୍ । ତେବେ ଏହି ଭିଡିଓ କେବେକାର ଏବଂ କେଉଁ ସ୍ଥାନର ତାହା ସ୍ପଷ୍ଟ ହୋଇପାରିନି ।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories