www.samajalive.in
Saturday, December 13, 2025
14.1 C
Bhubaneswar

୫ ନାବାଳକ ଗିରଫ, ଯୋଜନା କରି କରୁଥିଲେ ଚୋରି

କୋରାପୁଟ : ଚୋରି ଘଟଣାରେ ୫ ନାବାଳକଙ୍କୁ ପୁଲିସ ଗିରଫ କରିଛି । ଏମାନେ ସେମିଳିଗୁଡାର ୨ଟି ମନ୍ଦିର ଓ ବିଭିନ୍ନ ଘରୁ ଚୋରି କରିଥିବା ଅଭିଯୋଗ ହୋଇଥିଲା । ସେମାନଙ୍କଠାରୁ ୫୦ ହଜାର ଟଙ୍କା ସହ ୨୦୦ ଗ୍ରାମ ସୁନା ଓ ୨୦୦ ଗ୍ରାମ ରୂପା ଜବତ କରିଛି ପୁଲିସ । ଅଭିଯୁକ୍ତମାନେ ଅନେକ ଦିନ ହେବ ବିଭିନ୍ନ ଘରୁ ଯୋଜନା କରି ଚୋରି କରୁଥିଲେ । ୨ଟି ମନ୍ଦିରରୁ ମଧ୍ୟ ଏମାନେ ଚୋରି କରିଥିଲେ ।

Hot this week

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା,

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

Related Articles

Popular Categories