www.samajalive.in
Monday, December 8, 2025
24.1 C
Bhubaneswar

ଏଥର ଗାନ୍ଧୀମାର୍ଗରେ ହେବ ସ୍ୱାଧୀନତା ଦିବସ ପରେଡ୍‌: ରବିବାରଠାରୁ ଅଭ୍ୟାସ

ଭୁବନେଶ୍ବର : ସ୍ୱାଧୀନତା ଦିବସ ପରେଡ୍‌ ସ୍ଥାନ ବଦଳିଛି। କୋଭିଡ ପରଠାରୁ ଏହା ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେଉଥିଲା। ଚଳିତ ବର୍ଷ ପୁଣିଥରେ ଗାନ୍ଧୀମାର୍ଗକୁ ଫେରୁଛି। ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପରେଡ୍‌ରେ ସାମିଲ ହେ‌େ‌ବ ଘୋଡ଼ା। ଘୋଡ଼ା ପିଠିରେ ବସି ପରେଡ୍‌ କରିବେ ଏନ୍‌ସିସି କ୍ୟାଡେଟ। ଏଥିପାଇଁ ୧୦ଟି ଘୋଡ଼ା ପରେଡ୍‌ରେ ଅଂଶଗ୍ରହଣ କରିବେ। ଓୟୁଏଟିରୁ ଘୋଡ଼ା ଆସିବାକୁ ଥିବାବେଳେ ଦିଲ୍ଲୀ ଢାଞ୍ଚାରେ ପରେଡ୍‌ ଅନୁଷ୍ଠିତ ହେବ। ଆସନ୍ତା ରବିବାରଠାରୁ ପରେଡ୍‌ ଅଭ୍ୟାସ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories