www.samajalive.in
Monday, December 8, 2025
24.1 C
Bhubaneswar

ଗୋରୁ ଗୁହାଳ ପାଲଟିଛି ଷ୍ଟେଟ୍ ବ୍ୟାଙ୍କ୍ ଏଟିଏମ୍ କାଉଣ୍ଟର୍

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଲଇଡା ଗ୍ରାମର ମେନ୍ ରୋଡରେ ଥିବା ଷ୍ଟେଟ୍ ବ୍ୟାଙ୍କ୍ ଏଟିଏମ୍ କାଉଣ୍ଟର୍ ପରିସର ଗାଈଗୋରୁଙ୍କ ଗୋବରରେ ଅପରିଷ୍କାର ହୋଇପଡିଛି। ତଥାପି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଏଥିପ୍ରତି ନିଘା ନାହିଁ। ଏଟିଏମ୍ କାଉଣ୍ଟର୍ ବୁଲା ଗାଈଗୋରୁଙ୍କ ଆଶ୍ରୟ ସ୍ଥଳ ପାଳଟି ଥିବାରୁ ଗାଈଗୋରୁ କାଉଣ୍ଟର ଭିତରକୁ ପଶି ମଳମୂତ୍ର ତ୍ୟାଗ କରୁଛନ୍ତି। ଫଳରେ ଏଟିଏମ୍ କାଉଣ୍ଟର୍ ଗୋରୁ ଗୁହାଳର ଭ୍ରମ ସୃଷ୍ଟି କରୁଛି। ବିକଳ୍ପ ନଥିବାରୁ ଅସ୍ବାସ୍ଥ୍ୟକର ଓ ଅପରିଷ୍କାର ପରିବେଶ ଥିବା ସତ୍ତ୍ବେ ଉପଭୋକ୍ତା ଏଟିଏମ କାଉଣ୍ଟରରୁ ଟଙ୍କା ଉଠାଇବାକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories