www.samajalive.in
Monday, December 8, 2025
24.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ବଣାଇ : ମଗରମୁଣ୍ଡାରେ ଗୋଠଛଡା ଦନ୍ତା ହାତୀର ଉତ୍ପାତ..

ବିଳମ୍ବିତ ରାତିରେ ୫ ଘର ଭାଙ୍ଗିଲା ଦନ୍ତା..

- Advertisement -

ଶୋଇଥିବାବେଳେ ଅଳ୍ପକେ ବର୍ତ୍ତିଲେ ୩ରୁ ୪ ପରିବାର, ଘର ଭାଙ୍ଗିବା ସହ ବ୍ୟାପକ ଧାନ ଫସଲ ନଷ୍ଟ..

ବିନିକା ଡୁଙ୍ଗୁରିପାଲି ଥାନା ଡାହୁକବୁଡ ଗାଁରେ ପ୍ରବଳ ବର୍ଷାରେ ଭୁଶୁଡିଲା କାନ୍ଥ..

ଗୋଟିଏ ପରିବାରର ୫ ଗୁରୁତର, ଘର ଭିତରୁ ଦମ୍ପତ୍ତିଙ୍କ ସହ ୩ ଶିଶୁଙ୍କୁ ଉଦ୍ଧାର କଲେ ଗ୍ରାମବାସୀ..

କେରଳ ଓ୍ବାଏନାଡରେ ଭୂସ୍ଖଳନ: ୧୭୩ ଛୁଇଁଲା ମୃତ୍ୟୁ ସଂଖ୍ୟା..

ଏବେବି ମାଟି ଅତଡା ତଳେ ଫସିଛନ୍ତି ୨୨୭ରୁ ଅଧିକ ଲୋକ..

ଦେଖନ୍ତୁ ଭିଡିଓ; ୧୦୨ ମହଲା ବିଶିଷ୍ଟ ଅଟ୍ଟାଳିକା ଉପରେ ଚଢି ଷ୍ଟଣ୍ଟ କଲେ ଯୁବକ,ତା’ପରେ..

୨୦୦ ରୁ ଅଧିକ ଆହତ ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ, ୧୫୯୨ ଜଣ ଉଦ୍ଧାର, ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ବିଳମ୍ବ..

ପରଲୋକରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଅଂଶୁମାନ ଗାଏକ୍ଵାଡ୍‌..

୭୧ ବର୍ଷ ବୟସରେ ଘରୋଇ ମେଡିକାଲରେ ପରଲୋକ, ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ..

ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ମେଘୁଆ ପାଗ ସାଙ୍ଗକୁ ତୁହାକୁ ତୁହା ବର୍ଷା..

ଆଜି ପାଇଁ ୨୨ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ସତର୍କତା..

କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ..

ପର୍ଯ୍ୟଟକଙ୍କ ଲାଗି ଖୁସି ଖବର: ଦୀର୍ଘ ତିନି ମାସ ପରେ ଆଜି ଠୁ ସାଧାରଣ ଲୋକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ..

ବାଦଲଫଟା ବର୍ଷାରେ ଉବୁଟୁବୁ ଦିଲ୍ଲୀ : ଡ୍ରେନରେ ପଡ଼ି ୨ ଜଣଙ୍କ ମୃତ୍ୟୁ ସୂଚନା..

ନୂଆ ସଂସଦ ଭବନ ଛାତରୁ ଗଳୁଛି ପାଣି..

କଂଗ୍ରେସ ସାଂସଦଙ୍କ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ..

ଜଳଲାଗି କରି ଫେରୁଥିଲେ କାଉଡିଆ, ବିଦ୍ୟୁତ ଆଘାତରେ ଚାଲିଗଲା ୫ ଜୀବନ..

ଝାଡ଼ଖଣ୍ଡର ଲାତେହରରେ ଘଟିଛି ଅଘଟଣ..

ପାରାଦ୍ୱୀପ ବନ୍ଦରରେ ରେକର୍ଡ ଭାଙ୍ଗିଲା ପଣ୍ୟ କାରବାର..

ଚଳିତ ବର୍ଷ ପ୍ରଥମ ଚାରି ମାସରେ ୫୦.୧୬ ନିୟୁତ ଟନ ପଣ୍ୟ କାରବାର..

ଦେଶର ସବୁ ବନ୍ଦର ମଧ୍ୟରେ ଦ୍ରୁତତମ ପଣ୍ୟ କାରବାର କରି ରେକର୍ଡ..

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି..

ଚାକିରିରେ ସଂରକ୍ଷଣ ପାଇଁ ଅନୁସୂଚିତ ଜାତିର ଉପବର୍ଗୀକରଣ କରିପାରିବେ ରାଜ୍ୟ ସରକାର..

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories