ଦେଖନ୍ତୁ ଭିଡିଓ; ୧୦୨ ମହଲା ବିଶିଷ୍ଟ ଅଟ୍ଟାଳିକା ଉପରେ ଚଢି ଷ୍ଟଣ୍ଟ କଲେ ଯୁବକ,ତା’ପରେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ପ୍ରସିଦ୍ଧି ଲାଭ ପାଇଁ ତଥା ଭାଇରାଲ ହେବା ପାଇଁ ଲୋକେ ବିଭିନ୍ନ ପ୍ରକାର ଷ୍ଟଣ୍ଟ କରୁଥିବା ନଜର ଆସୁଛନ୍ତି । ଏଭଳି କି ନିଜ ଜୀବନକୁ ମଧ୍ୟ ବିପଦରେ ପକାଉଛନ୍ତି । ଆଶ୍ଚର୍ଯ୍ୟ ଚକିତ କରିବା ଭଳି କାର୍ଯ୍ୟ କରୁଥିବା ମଧ୍ୟ ଦେଖାଯାଏ । ନିଜ ପ୍ରତି ଧ୍ୟାନ ଆକର୍ଷିତ କରିବା ପାଇଁ ବିପଦପୂର୍ଣ୍ଣ ସ୍ଥାନରେ ଫଟୋ ଉଠାଇବା ସହ ଭିଡିଓ କରି ଥାଆନ୍ତି । ନିକଟରେ ଏଭଳି ଏକ ଭିଡିଓ … Continue reading ଦେଖନ୍ତୁ ଭିଡିଓ; ୧୦୨ ମହଲା ବିଶିଷ୍ଟ ଅଟ୍ଟାଳିକା ଉପରେ ଚଢି ଷ୍ଟଣ୍ଟ କଲେ ଯୁବକ,ତା’ପରେ..