www.samajalive.in
Monday, December 8, 2025
13.1 C
Bhubaneswar

ବାଇକ ଚଳାଇବା ସମୟରେ ପଛ ଯାତ୍ରୀ ସହ କଥାହେଲେ କଟିବ ଚାଲାଣ

ନୂଆଦିଲ୍ଲୀ : ସଡକ ସୁରକ୍ଷାକୁ ବଢାଇବା ଉଦ୍ଦେଶ୍ୟରେ ଏକ ପଦକ୍ଷେପ ଉଠାଇଛି କେରଳ ମୋଟର ବାହନ ବିଭାଗ । ତଦନୁସାରେ ବାଇକ ଚାଳକ ପଛ ସିଟରେ ବସିଥିବା ଯାତ୍ରୀ ସହିତ କଥାବାର୍ତ୍ତା ହେବା ଦଣ୍ଡନୀୟ ଅପରାଧ । ସଡକ ଦୁର୍ଘଟଣାକୁ କମ୍ କରିବା ପାଇଁ ଏମିତି ନିୟମ କରାଯାଇଛି । ତେବେ ଏଥିରେ ଖିଲାପ କଲେ କେଉଁ ଦଣ୍ଡ ଦିଆଯିବ ସେନେଇ କିଛି ଉଲ୍ଲେଖ କରାଯାଇନି । ତେବେ ଗାଡି ଚଳାଇବା ସମୟରେ ପଛରେ ବସିଥିବା ଯାତ୍ରୀ ସହିତ କଥାବାର୍ତ୍ତା ହେଲେ ଚାଳକ ଅନ୍ୟମନସ୍କ ହୋଇଥାଏ, ଯେଉଁଥିପାଇଁ ଦୁର୍ଘଟଣା ଘଟେ । ଏମିତି ମାମଲାକୁ କମ୍ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ଉଠାଯାଇଛି ।

ଓଡିଶା ବଜେଟ ୨୦୨୪-୨୫: ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories