www.samajalive.in
Saturday, December 13, 2025
26.1 C
Bhubaneswar

୫୩ ଦିନରେ ରାଜ୍ୟରେ ୩୮୮.୬% ବର୍ଷା, ସ୍ୱାଭାବିକ ତୁଳନାରେ ୧୫% କମ୍‌‌

ଡେସ୍କ: ଜୁନ୍‌‌ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୩୮୮.୬ ପ୍ରତିଶତ ବର୍ଷା ରେକର୍ଡ଼ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାମିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଜୁନ ୧ରୁ ଆଜି ସୁଦ୍ଧା ସ୍ୱାଭାବିକ୍‌‌ ବର୍ଷା ତୁଳନାରେ ୧୫ ପ୍ରତିଶତ କମ୍‌‌ ବର୍ଷ ହୋଇଛି। ଏହି ସମୟ ମଧ୍ୟରେ ମାଲକାନଗିରିରେ ସର୍ବାଧିକ ୮୫୯.୧ ମି.ମି. ବର୍ଷା ହୋଇଥିବା ଜଣାପଡିଛି। କୋରାପୁଟରେ ୫୭୮.୪ ମି.ମି. ବର୍ଷା ହୋଇଛି। ୧୩ ଜିଲ୍ଲାରେ ସ୍ୱାଭାବିକ୍‌‌ ବର୍ଷା ହୋଇଥିବା ବେଳେ ୧୫ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories