www.samajalive.in
Saturday, December 13, 2025
26.1 C
Bhubaneswar

ଅର୍ଥମନ୍ତ୍ରୀଙ୍କ ବଡ ଘୋଷଣା ପରେ ସେୟାର ବଜାରରେ ଚହଳ !

ନୂଆଦିଲ୍ଲୀ : ଭାରତୀୟ ସେୟାର ବଜାରରେ ମଙ୍ଗଳବାର ଲଗାତର ପରିବର୍ତ୍ତନ ଦେଖିବାକୁ ମିଳିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ୍ ଉପସ୍ଥାପନ କରିବା ପରେ ସେନସେକ୍ସ-ନିଫ୍ଟିରେ ସାମାନ୍ୟ ବୃଦ୍ଧି ଦେଖିବାକୁ ମିଳିଥିଲା । କିନ୍ତୁ ପରେ ବଜାରରେ ବଡ ଧରଣର ହ୍ରାସ ଦେଖିବାକୁ ମିଳିଲା । ଏକ ସମୟରେ ସେନସେକ୍ସ ୧୨୦୦ ପଏଣ୍ଟରୁ ଅଧିକ ଖସିଆସିଥିଲା । ଅର୍ଥମନ୍ତ୍ରୀ ସେୟାର ବଜାର ସମ୍ପର୍କିତ ୩ ବଡ ଘୋଷଣା କରିଛନ୍ତି ଯାହା ବଜାରକୁ ଅଧିକ ପସନ୍ଦ ଆସିନି ।

ଲମ୍ବା ଅବଧିରେ ମିଳୁଥିବା ଲାଭରେ କର ବୃଦ୍ଧି

- Advertisement -

ଲଙ୍ଗ୍ ଟର୍ମ କ୍ୟାପିଟାଲ ଗେନ୍ସ ଟ୍ୟାକ୍ସ ୧୦ ପ୍ରତିଶତରୁ ୧୨.୫ ପ୍ରତିଶତକୁ ବୃଦ୍ଧି

କ୍ୟାପିଟାଲ ଗେନ୍ସ ଆଶ୍ବସ୍ତି ରାଶି ୧ ଲକ୍ଷରୁ ୧ ଲକ୍ଷ ୨୫ ହଜାରକୁ ବୃଦ୍ଧି

ପ୍ରପୋର୍ଟି, ଗୋଲ୍ଡ, ଅନଲିଷ୍ଟେଡ୍ ଆସେଟରେ ଇଣ୍ଡେକ୍ସନ ଲାଭ ନାହିଁ

 

କମ୍ ସମୟରେ ମିଳୁଥିବା ଲାଭରେ ମଧ୍ୟ କର ବୃଦ୍ଧି

କମ୍ ସମୟରେ ନିବେଶକ ପାଉଥିବା ଲାଭର ୧୫ ପ୍ରତିଶତ ବଦଳରେ ସରକାରଙ୍କୁ ଏଣିକି ୨୦ ପ୍ରତିଶତ ଦେବାକୁ ପଡିବ

ସେୟାର, ଇକ୍ବିଟି ମ୍ୟୁଚୁଆଲ ଫଣ୍ଡ, ବିଜନେସ୍ ଟ୍ରଷ୍ଟ ପାଇଁ ଶର୍ଟ ଟର୍ମ କ୍ୟାପିଟାଲ୍ ଗେନ୍ସ ହାର ବଢିଲା

ଅନ୍ୟ କୌଣସି ଲାଭରେ ଟ୍ୟାକ୍ସରେ ପରିବର୍ତ୍ତନ ହୋଇନି

 

ଇକ୍ବିଟି ଏଫଆଣ୍ଡଓରେ ଅଧିକ ଏସଟିଟି ଲାଗିବ

ଏଫଆଣ୍ଡଓ ବିଶିଷ୍ଟ ଡିଲ୍ ହ୍ରାସ କରିବା ପାଇଁ ବଜେଟରେ ଏସଟିଟି ହାର ବଢିଲା

ଅପ୍ସନ ସେଲରେ ଏସଟିଟି ଦର ୦.୦୬୨୫%ରୁ ବୃଦ୍ଧି ପାଇ ୦.୧% ହେଲା

ଅପ୍ସନର ପ୍ରିମିୟମରେ ୦.୧ ପ୍ରତିଶତ ହାରରେ ଏସଟିଟି ଲାଗୁ ହେବ

ଫ୍ୟୁଚର୍ସର ସେଲରେ ଏସଟିଟି ୦.୦୧୨୫% ବଦଳରେ ୦.୦୨% ହେବ

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories