www.samajalive.in
Sunday, December 14, 2025
14.1 C
Bhubaneswar

ପିଇଓଙ୍କ ବଦଳି ଦାବୀ ନେଇ ବିଡ଼ିଓଙ୍କୁ ଦାବୀ ପତ୍ର

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରା ଗାଁ ପଞ୍ଚାୟତରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଗାଁ ସାଥି ମଧ୍ୟରେ ମନରେଗା କାର୍ଯ୍ୟକୁ ନେଇ ଅସନ୍ତୋଷ ଚମର ସୀମାରେ ପହଞ୍ଚିଛି। ପିଇଓ ପ୍ରାପ୍ୟ ଦେଇନଥିବା ଅଭିଯୋଗ କରି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଝୁଲି ଲତା ସାହୁଙ୍କ ବଦଳି ଦାବୀ ନେଇ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ଲିଖିତ ଦାବୀ ପ୍ରଦାନ କରିଛିନ୍ତି ଗାଁ ସାଥି। ବର୍ତମାନ ମନରେଗା ଯୋଜନାରେ ସମସ୍ତ କାର୍ଯ୍ୟ ପ୍ରାୟତଃ କରାଯାଉଥିବା ବେଳେ ସମସ୍ତ ଦୁର୍ନୀତି ଚରମ ସୀମାରେ ପହଁଚିଛି। ତଳ ସ୍ଥର କର୍ମଚାରୀ ଗାଁ ସାଥି ଠାରୁ ଉପରିସ୍ଥ ଅଧିକାରୀ ପର୍ଯ୍ୟନ୍ତ ମନରେଗା କାର୍ଯ୍ୟରୁ ବିଭିନ୍ନ ଉପାୟରେ ଅର୍ଥ ଆଦାୟ କରିଥିବା ଅଭିଯୋଗ ହେଉଛି କିନ୍ତୁ ମନରେଗା କାର୍ଯ୍ୟ କରି ବହୁତ ଲୋକ ଟଙ୍କା ପାଉନଥିବା ଅଭିଯୋଗ ହେଉଥିବା ବେଳେ କର୍ମଚାରୀ ବିଭିନ୍ନ ଲୋକଙ୍କ ନାମରେ ଜବ କାର୍ଡରେ ଟଙ୍କା ଛାଡିଥିବା ଜଣାପଡିଛି।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories