www.samajalive.in
Sunday, December 14, 2025
26.1 C
Bhubaneswar

ଅଗ୍ନିକାଣ୍ଡ ଯୋଗୁଁ କ୍ଷତିଗ୍ରସ୍ତ ହେଲା ଯୁଦ୍ଧ ଜାହାଜ ଆଇଏନଏସ୍ ବ୍ରହ୍ମପୁତ୍ର

ନୂଆଦିଲ୍ଲୀ : ଭାରତୀୟ ନୌସେନା ଜାହାଜ ଆଇଏନଏସ ବ୍ରହ୍ମପୁତ୍ରରେ ଅଗ୍ନିକାଣ୍ଡ ଘଟିଛି । ଏହି ଯୁଦ୍ଧ ଜାହାଜ ମୁମ୍ବାଇର ନୌସେନାର ଡକୟାର୍ଡରେ ଥିଲା । ଏଥିରେ ରବିବାର ସନ୍ଧ୍ୟାରେ ଅଚାନକ ନିଆଁ ଲାଗିବା ପରେ ସୋମବାର ସକାଳ ସୁଦ୍ଧା ଏହାକୁ ଲିଭାଇ ଦିଆଯାଇଥିଲା ।  ତେବେ ଜାହାଜରୁ ଜଣେ ନାବିକ ନିଖୋଜ ଅଛନ୍ତି । ତାଙ୍କ ସନ୍ଧାନ ଜାରି ରହିଛି । ନିଆଁ ଲାଗିବା ପରେ ଜାହାଜଟି ଗୋଟିଏ ପଟକୁ ଝୁଙ୍କି ପଡିଛି । ଏହାକୁ ଅନେକ ଚେଷ୍ଟା ସତ୍ତ୍ବେ ସିଧା କରିବା ସମ୍ଭବ ହୋଇପାରୁନି । ଜାହାଜରେ କିଛି ମରାମତି କାମ ଚାଲିଥିବାବେଳେ ଅଚାନକ ନିଆଁ ଲାଗିଯାଇଥିଲା ।

ରାଜକୁମାର ରାଓଙ୍କୁ ଉପହାରରେ ମିଳିଲା ବାଇକ୍, ସାରା ଦେଶରେ ମାତ୍ର ଗୋଟିଏ..

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories