www.samajalive.in
Sunday, December 14, 2025
26.1 C
Bhubaneswar

କୁଲଡିହା ଅଭୟାରଣ୍ୟରୁ କିଙ୍ଗକୋବ୍ରା ଉଦ୍ଧାର

ନୀଳଗିରି: କୁଲଡିହା ଅଭୟାରଣ୍ୟର ପାଦଦେଶରୁ ୯ଫୁଟ୍ ର ଅହିରାଜ ସାପ ( କିଙ୍ଗକୋବ୍ରା) ଉଦ୍ଧାର ହୋଇଛି । ଜଙ୍ଗଲ ପାଦଦେଶରେ ଟାଇଚୁଙ୍ଗ ଧାନ ଚାଷ ହେଉଥିବାରୁ ଜଣେ ଜମି ମାଲିକ ନୀଳଗିରି ବ୍ଲକ ଅସନବଣି ଅଞ୍ଚଳରେ ଥିବା ବିଲ ଚାରିପଟେ ଜାଲ ଘେରିଥିଲେ। ଗତକାଲି ରାତିରେ ଏହି ଅହିରାଜଟି ଜାଲରେ ଛନ୍ଦି ହୋଇଥିଲା। ଶୁକ୍ରବାର ସକାଳେ ସ୍ଥାନୀୟ ଆମ୍ବଝର ସ୍କୁଲ ଶିକ୍ଷକ ସୁନୀଲ ସିଂ, ତେଲିପାଳ ଗାଁର ରାମ ମାଝୀ ଓ ଅଞ୍ଚଳବାସୀ ମିଶି ସାପଟିକୁ ଉଦ୍ଧାର କରି କୁଲଡିହା ବନବିଭାଗକୁ ହସ୍ତାନ୍ତର କରିଛନ୍ତି।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories