www.samajalive.in
Monday, December 8, 2025
13.1 C
Bhubaneswar

ହାତୀଙ୍କ ପାଇଁ ପାଠଶାଳା

୬ଟି ମାଈ ଓ ଅଣ୍ଡିରା ହାତୀ ପାଠଶାଳାର ପ୍ରଥମ ବ୍ୟାଚ୍‌ର ଛାତ୍ରଛାତ୍ରୀ। ଏହି ସବୁ ହାତୀ ମା’ଛେଉଣ୍ଡ। ମାମା ନନ୍ଦନକାନରୁ ଆସିଛି, ଜଗା ଶିମିଳିପାଳରୁ, ଉମା, କାର୍ତ୍ତିକ ଏବଂ ଚନ୍ଦୁ କପିଳାସରୁ ଏବଂ ଶଙ୍କର ସାତକୋଶିଆ ଜଙ୍ଗଲରୁ ଆସିଛି। ଶଙ୍କର ଏବେ ସୁଧାର କେନ୍ଦ୍ରରେ ରହି ପ୍ରଶିକ୍ଷଣ ନେଉଛି।

ହାତୀଙ୍କୁ ପାଠପଢ଼ା ପୂର୍ବରୁ ସେମାନଙ୍କ ଚାଳିଚଳନର ପରୀକ୍ଷା ନିଆଯାଏ। ସେମିତି ପାଠପଢ଼ା ପୂର୍ବରୁ ପ୍ରବେଶ ପରୀକ୍ଷାରେ ପାସ୍‌ କରିବାକୁ ପଡ଼ିଥାଏ। ସେହିଭଳି ହାତୀଙ୍କୁ ତିନିଟି ସୁଧାର ଗୃହରେ ରଖାଯିବାର ବ୍ୟବସ୍ଥା ହୋଇଛି। ପ୍ରଥମ କ୍ବାରେଣ୍ଟାଇନ୍‌ ଗୃହ, ୨ୟରେ ଟ୍ରାନଜିଟ୍‌ ଜୋନ୍‌ ଏବଂ ପରେ ଫ୍ରି ରେନ୍‌ଜିଂ ଜୋନ୍। ଏହି ତିନିଟି ଜୋନ୍‌ରେ ରହିବା ପରେ ହାତୀଙ୍କ ଚାଲିଚଳଣିକୁ ନିରୀକ୍ଷଣ କରାଯାଉଥାଏ। ଏଠାରୁ ଉତ୍ତୀର୍ଣ୍ଣ ହେଲେ ହାତୀଙ୍କୁ ପାଠ ପଢ଼ାଯାଏ। ଏମିତିକି ଜଙ୍ଗଲର ଅମାନିଆ ହାତୀଙ୍କୁ ଏହି ସୁଧାର କେନ୍ଦ୍ରରେ ରଖାଯାଇ, ସେମାନଙ୍କ ସ୍ବଭାବ ପରିବର୍ତ୍ତନ କରାଯିବାର ବ୍ୟବସ୍ଥା ହୋଇଛି। ଏହି ସୁଧାର ଗୃହକୁ ସମ୍ପୂର୍ଣ୍ଣ ଭାବେ ସୋଲାର ସିଷ୍ଟମରେ ଆଲୋକିତ କରାଯିବା ସହିତ ସୁରକ୍ଷା ପାଚେରି ତିଆରି ହୋଇଛି। ସ୍ବଳ୍ପ ବିଦ୍ୟୁତ୍‌ ତା’ର ଓହଳାଇ ଜଙ୍ଗଲି ହାତୀଙ୍କୁ ବାରଣ କରାଯାଇଛି। ଏଠାରେ ଏକ ନିରୀକ୍ଷଣ ଟାୱାର ମଧ୍ୟ କରାଯାଇଛି, ଯାହା ଉପରେ ରହି ସମସ୍ତ ଗତିବିଧିକୁ ଲକ୍ଷ୍ୟ କରିବାର ବ୍ୟବସ୍ଥା ଗ୍ରହଣ କରିଛି ବନ ବିଭାଗ।

ଆତ୍ମଘୋଷିତ ଭଗବାନ ଓ କଳା କାରନାମା

- Advertisement -

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories