ଆତ୍ମଘୋଷିତ ଭଗବାନ ଓ କଳା କାରନାମା

ରାମ୍‌‌ପାଲ ବିବାଦୀୟ ସନ୍ଥ ରାମପାଲ ନିଜକୁ ଈଶ୍ୱରଙ୍କ ଅବତାର ତଥା ଜଗତଗୁରୁ ଘୋଷଣା କରି ରୋହତକ୍‌‌ ଜିଲା କରୌଥାରେ ନିଜର ପ୍ରଥମ ଆଶ୍ରମ ପ୍ରତିଷ୍ଠା କରିଥିଲେ। ରାମପାଲ୍‌‌ଙ୍କ କଥନ ଭଙ୍ଗୀରେ ଯାଦୁକରୀ ଶକ୍ତି ଥିବାରୁ ଏବଂ ତାଙ୍କର ଆଧୁନିକ ପରିପାଟୀ ଯୋଗୁଁ ଏକପ୍ରକାର କର୍ପୋରେଟ ଓ ହାଇପ୍ରୋଫାଇଲ ବାବା ଭାବେ ସହଜରେ ଭକ୍ତମାନଙ୍କ ଦ୍ୱାରା ଗ୍ରହଣୀୟ ହୋଇଗଲେ। ବାବାଙ୍କ ବିରୋଧରେ ଜମି ହଡ଼ପ, ଧର୍ମୀୟ ଆକ୍ରମଣ, ହତ୍ୟାକାଣ୍ଡ ଓ ହତ୍ୟା ଉଦ୍ୟମ ଭଳି ୩୫ଟି ସଙ୍ଗିନ ମାମଲା … Continue reading ଆତ୍ମଘୋଷିତ ଭଗବାନ ଓ କଳା କାରନାମା