ଡେସ୍କ: ଟି-୨୦ କ୍ରିକେଟରେ ଭାରତ ଆୟୋଜକ ଜିମ୍ବାୱେକୁ ୧୦ ୱିକେଟରେ ପରାସ୍ତ କରିବା ସହ ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ୩-୧ରେ ଅଗ୍ରଣୀ ହାସଲ କରିଛି। ଚତୁର୍ଥ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଭାରତ ଜିମ୍ବାୱେକୁ ୨୦ ଓଭରରେ ୭ ୱିକେଟ୍ ହରାଇ ୧୫୨ ରନରେ ସୀମିତ ରଖିଥିବା ବେଳେ ଯଶସ୍ୱୀ ଜୟସ୍ୱାଲ ଅପରାଜିତ ୯୩ ଓ ଅଧିନାୟକ ଶୁଭମନ ଗିଲ୍ ଅପରାଜିତ ୫୮ ରନ୍ କରି ମାତ୍ର ୧୫.୨ ଓଭରରେ ୧୫୬ ରନ୍ ସଂଗ୍ରହ କରିଥିଲେ।
Popular Categories



